ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ, ବିଜେପିର ୧୯, ଏନସିପି ୯ ଓ ଶିବସେନାର ୧୧ ଜଣ ସଦସ୍ୟଙ୍କୁ…
ଶେଷରେ ସମ୍ପ୍ରସାରିତ ହେଲା ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ପରେ ମନ୍ତ୍ରୀମଣ୍ଡଳକୁ ନେଇ ଲାଗି ରହିଥିବା ସସପେନ୍ସରେ ଶେଷରେ ଅନ୍ତ ଘଟିଛି । ନାଗପୁର ସ୍ଥିତ ରାଜଭବନରେ ବିଜେପି, ଏନସିପି ଅଜିତ ପାୱାର ଦଳ ଓ ଶିବସେନା ସିନ୍ଦେ ଦଳର ୩୯ ଜଣ ବିଧାୟକ ମନ୍ତ୍ରୀ…