ମହାରାଷ୍ଟ୍ର : ଯୁବତୀଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଂଜୟ ରାଠୋଡ ଦେଲେ ଇସ୍ତଫା
ମୁମ୍ବାଇ : ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ସଂଜୟ ରାଠୋଡ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ସାକ୍ଷାତ କରିବା ପରେ ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶୁଣାଯାଉଛି ଟିକ୍ଟକ୍ ଷ୍ଟାର ନାମରେ ପରିଚିତ ଜଣେ…