Browsing Tag

maharashtra government

ତୀବ୍ର ହେଉଛି ଉଦ୍ଧବ-ଏକନାଥ ବିବାଦ, ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ

ମହାରାଷ୍ଟ୍ର : ଶିବସେନାରେ ତୀବ୍ର ହେଉଛି ଉଦ୍ଧବ-ଏକନାଥ ବିବାଦ । ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୈତିକ ସଂକଟ । ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଉପବାଚସ୍ପତିଙ୍କ ନୋଟିସ୍‌ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଏକନାଥ ସିନ୍ଦେ । ସେହିପରି ଶିବସେନା ବିଧାୟକ ଦଳ ନେତା ଭାବେ…

ଲକ୍‌ଡାଉନ ନିୟମ ଭାଙ୍ଗିଥିବା ଲୋକଙ୍କୁ ଆଶ୍ୱସ୍ତ କଲେ ମହାରାଷ୍ଟ୍ର ସରକାର! ରୁଜୁ ହୋଇଥିବା ସମସ୍ତ ମାମଲାକୁ କରି ନିଆଯିବ…

ମହାରାଷ୍ଟ୍ର ସରକାର ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅଧୀନରେ ରାଜ୍ୟର ହଜାର ହଜାର ଲୋକଙ୍କୁ ଆଶ୍ୱସ୍ତି ମିଳିବ, ଯେଉଁମାନେ କରୋନା ମହାମାରୀ ସମୟରେ ଅଯଥା ଆଇନ ଜାଲରେ ଛନ୍ଦି ହୋଇ ପଡ଼ିଥିଲେ। ବାସ୍ତବରେ, କରୋନା ମହାମାରୀ ସମୟରେ ସରକାର ଲକ୍‌ ଡାଉନ ଭଳି…

ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା ସହ ୫ କେଜି ରାସନ, କରୋନା ନ ସରିବା ଯାଏଁ ଜାରି ରହିବ ସହାୟତା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ବିଜେପି-ଶିବସେନା ମେଣ୍ଟ ନା ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ?

ଶିବସେନା ସରକାର ଗଢିବ ନା ବିଜେପି ? ସମୟ ଗଡୁଛି, ହେଲେ ମହାରାଷ୍ଟ୍ର ସସ୍‌ପେନ୍‌ସ ଉପରୁ ହଟୁନି ପରଦା । କ୍ଷମତା ଯୁଦ୍ଧରେ ଲିପ୍ତ ଥିବା ଦୁଇ ଦଳ ସରକାର ଗଠନ ପାଇଁ ତୟାର । ଆଜି ଦିଲ୍ଲୀରେ ଅମିତ ଶାହଙ୍କୁ ଦେବେନ୍ଦ୍ର ଫଡନାଭିସ ଭେଟିଥିବା ବେଳେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଏନ୍‌ସିପି…

ରୋଚକ ମୋଡ଼ରେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା

କେନ୍ଯୁଜ୍: ରୋଚକ ମୋଡ଼ରେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା। ପ୍ରତିଦିନ ନୂଆ ନୂଆ ନାଟକ। ଛକାପଞ୍ଝା ଭିତରେ ବିଜେପି ସରକାର ଗଠନ ନେଇ ଗ୍ରୀନ ସିଗନାଲ ଦେଇଛି। ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେଇ ପାରନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ଶପଥ…