Browsing Tag

Maharashtra politics

ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ, ସପକ୍ଷରେ ପଡ଼ିଲା ୧୬୯ ବିଧାୟକଙ୍କ ଭୋଟ୍‌

କେନ୍ୟୁଜ୍(ବ୍ୟୁରୋ):  ଫ୍ଲୋର ଟେଷ୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ। ତାଙ୍କ ସପକ୍ଷରେ ପଡ଼ିଛି ୧୬୯ ବିଧାୟକଙ୍କ ଭୋଟ୍‌। ତେବେ ସରକାର ସପକ୍ଷରେ ଭୋଟ ଦେଲେ ନାହିଁ ଏମଏନ୍‌ଏସ୍‌ ବିଧାୟକ। ଅର୍ଥାତ ଉଦ୍ଧବଙ୍କ ଭାଇ ରାଜ ଠାକରେଙ୍କ ଦଳ…

ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମହାପରୀକ୍ଷା। ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅପରାହ୍ନ ଦିନ ୨ଟାରେ ବହୁମତ ସାବ୍ୟସ୍ତ କରିବେ ଶିବସେନା- ଏନସିପି-କଂଗ୍ରେସର ମିଳିତ ଆଘାଡ଼ି। ଶକ୍ତି ପରୀକ୍ଷଣ ପାଇଁ ବିଧାନସଭାର ସ୍ୱତନ୍ତ୍ର…

ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା, ମାସେ ପରେ ଗଠନ ହେଲା ଠାକରେ ସରକାର

କେନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ମହାଡ୍ରାମାରେ ପଡ଼ିଲା ଯବନିକା। ମାସେ ପରେ ଗଠନ ହେଲା ସରକାର। ଆଜି ଶପଥ ନେଇଛି ମହା ବିକାଶ ଅଘାଡ଼ି ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଉଦ୍ଧବ ଠାକରେ। ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାରର ସେ ମୁଖ୍ୟମନ୍ତ୍ରୀ ଭାବରେ ବର୍ଣ୍ଣାଢ୍ୟ…

ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ: ଶପଥ ନେଲେ ୨୮୮ ବିଧାୟକ, ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ ଆରମ୍ଭ ହୋଇଛି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଶପଥ ଗ୍ରହଣ କରିଛନ୍ତି ୨୮୮ ବିଧାୟକ। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ଶପଥ ପାଠ କରାଇଛନ୍ତି। ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ…

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ମେଣ୍ଟ ବୈଠକରେ ହେଲେ ନିର୍ବାଚିତ

କେନ୍ୟୁଜ୍(ବ୍ୟୁରୋ): ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ଶିବସେନା-ଏନ୍‌ସିପି ଓ କଂଗ୍ରେସର ମିଳିତ ବୈଠକରେ ଉଦ୍ଧବ ଠାକରେଙ୍କୁ ନେତା ନିର୍ବାଚିତ କରାଯାଇଛି । ଆସନ୍ତା ଡିସେମ୍ବର ୧ ତାରିଖରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ…

ପାଓ୍ଵାର ପଲିଟିକ୍ସ ଆଗରେ ମୁଣ୍ଡ ନୂଆଇଲେ ଫଡନାଭିସ୍‌, ଜାଣନ୍ତୁ ଶପଥ ଠାରୁ ଇସ୍ତଫା ଯାଏ ମହାରାଷ୍ଟ୍ର ମହାଗେମ୍‌…

କେନ୍ୟୁଜ୍(ବ୍ୟୁରୋ):  ୨୩ ନଭେମ୍ବର ୨୦୧୯। ପୁଣି ଥରେ ରୋମାଞ୍ଚ ଭରିଥିଲା ମହାରାଷ୍ଟ୍ର ମହାଡ୍ରାମା । ସିନ୍ଦୁରା ଫାଟିବା ପୂର୍ବରୁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ୍‌। ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନସିପିର ଅଜିତ ପାଓ୍ଵାର। ସକାଳ ପାହିବା…

ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପୂର୍ବରୁ ରୋଡ୍‌ ଟେଷ୍ଟ, ୧୬୨ ବିଧାୟକଙ୍କ ଦମ୍‌ ଦେଖାଇଲେ ଶିବସେନା-ଏନ୍‌ସିପି ଓ କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ): ହମ୍‌ ଏକ୍‌ ସୋ ବାଷଠ୍‌ । ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପୂର୍ବରୁ ରୋଡ୍‌ ଟେଷ୍ଟ । ୧୬୨ ବିଧାୟକଙ୍କ ଦମ୍‌ ଦେଖାଇଲା ଶିବସେନା-ଏନ୍‌ସିପି ଓ କଂଗ୍ରେସ । ବିଜେପି ସହ ନଯିବା ନେଇ ଶପଥ ନେଲେ ସମସ୍ତ ବିଧାୟକ । ମହାମେଣ୍ଟ ସହ ରହିବା ପାଇଁ ସମସ୍ତ ବିଧାୟକ ଶପଥ ନେଇଛନ୍ତି ।…

ବିଜେପିକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବୁନାହିଁ, ଏନ୍‌ସିପି ବିଧାୟକ ଦଳ ବୈଠକ ପରେ ହୋଟେଲ ଗଲେ ସବୁ NCP ବିଧାୟକ

କେନ୍ୟୁଜ୍(ବ୍ୟୁରୋ): ଗତକାଲି ଏନ୍‌ସିପି ବିଧାୟକ ଦଳ ବୈଠକ ପରେ, ସବୁ ବିଧାୟକଙ୍କୁ ମୁମ୍ବାଇର ଏକ ହୋଟେଲକୁ ନିଆଯାଇଥିଲା। ୫ ଜଣ ବିଧାୟକଙ୍କୁ ଛାଡି ବାକି ସବୁ ବିଧାୟକ ଏକାଠି ଥିବା ଦଳ ତରଫରୁ କୁହାଯାଇଛି। ୫ ବିଧାୟକଙ୍କ ସହ ଯୋଗାଯୋଗ ପାଇଁ ସମସ୍ତ ଉଦ୍ୟମ କରାଯାଉଥିବା ବେଳେ ସେମାନଙ୍କ ସହ…

ମହାରାଷ୍ଟ୍ରରେ କାହିଁକି ବିଦ୍ରୋହ?, କାହିଁକି ଅଜିତ ପାୱାର ବିଜେପି ଆଡକୁ ଢଳିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କେନ୍ୟୁଜ୍(ବ୍ୟୁରୋ): ଏନ୍‌ସିପିରେ ଶରଦ ପାୱାରଙ୍କ ବିଶ୍ୱସ୍ତ ଥିଲେ ଅଜିତ ପାୱାର। ଶରଦଙ୍କ ପୁତୁରା ହେଉଛନ୍ତି ଅଜିତ ପାୱାର। ଏବେ ପ୍ରଶ୍ନ ଉଠୁଛି ସେ କାହିଁକି ବିଦ୍ରୋହ କଲେ। ଅଜିତ ପାୱାରଙ୍କ ନାଁରେ ପୂର୍ବରୁ ୭୦ ହଜାର କୋଟି ଟଙ୍କାର ଜଳ ସେଚନ ଦୁର୍ନୀତିରେ ନାଁ ଆସିଥିଲା। ଦେବେନ୍ଦ୍ର…

ମହାରାଷ୍ଟ୍ରରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର, ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ପାୱାର ଆଉଟ୍‌

କେନ୍ୟୁଜ୍(ବ୍ୟୁରେ): ମହାରାଷ୍ଟ୍ର ମହାନାଟକରେ ପ୍ରତି ଘଣ୍ଟାରେ ବଦଳୁଛି ରାଜନୈତିକ ଚିତ୍ର । ଏନ୍‌ସିପି ବିଧାୟକ ଦଳ ନେତା ପଦରୁ ଅଜିତ ପାୱାରଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ଏନ୍‌ସିପି ବିଧାୟକ ଦଳର ନୂଆ ନେତା ଭାବେ ଚୟନ କରାଯାଇଛି । ଏନ୍‌ସିପି ମୁଖ୍ୟ ଶରଦ…

ମହାରାଷ୍ଟ୍ରରେ ଚାଲିଥିବା ମହାନାଟକରେ ପଡିଲା ଯବନିକା, ମୁଖ୍ୟମନ୍ତ୍ରୀ ହେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମ ଥର ପାଇଁ ଠାକରେ ପରିବାର ମୁଣ୍ଡରେ ତାଜ୍‌। ଏବେ ଆଉ କିଙ୍ଗ ମେକର ନୁହେଁ, କିଙ୍ଗ ହେବେ ଉଦ୍ଧବ ଠାକରେ। ପୂରା ପାଞ୍ଚ ବର୍ଷ ପାଇଁ ମହରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଶିବସେନା ସୁପ୍ରିମୋ। ସରକାର ଗଠନ ଉପରେ ମୋହର ମାରିଛନ୍ତି ଏନିସିପି ଓ କଂଗ୍ରେସ ଓ…

ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର: ଆଜି ମୁମ୍ବାଇରେ ହେବ ଚୁଡାନ୍ତ ଆଲୋଚନା, ଶିବସେନା-ଏନସିିପି ଓ କଂଗ୍ରେସ ମଧ୍ୟରେ…

ମହାରାଷ୍ଟ୍ର: ଖୁବ୍‌ଶୀଘ୍ର ମହାରାଷ୍ଟ୍ର ସରକାର। ଏନେଇ ରାସ୍ତା ଫିଟିବାରେ ଲାଗିଛି। ଆଜି ମୁମ୍ବାଇରେ ହେବ ଚୁଡାନ୍ତ ଆଲୋଚନା। ଶିବସେନା-ଏନସିିପି ଓ କଂଗ୍ରେସ ମଧ୍ୟରେ ତ୍ରିପାକ୍ଷିକ ବୈଠକ ବସି ସରକାର ଗଠନର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ବୈଠକ ପରେ ତିନି ଦଳର ପ୍ରତିନିଧି…