Browsing Tag

Maharashtra

ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା, ତୃତୀୟ ଥର ପାଇଁ କୋଭିଡ୍‌ର ଶିକାର

ମହାରାଷ୍ଟ୍ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ କରୋନା। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ କୋଭିଡ୍‌ର ଶିକାର ହୋଇଛନ୍ତି। ବର୍ତ୍ତମାନ ପୁଣିଥରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପୁଣେସ୍ଥିତ ବାସଭବନରେ ଆଇସୋଲେସନରେ ରଖାଯାଇଛି। ନାଗପୁର ବିଧାନସଭା ଅଧିବେଶନ ସମୟରେ କରାଯାଇଥିବା କରୋନା…

ମହାରାଷ୍ଟ୍ରରେ ଉଗ୍ର ହେଲା ମରାଠା ସଂରକ୍ଷଣ ଆନ୍ଦୋଳନ, ଏନ୍‌ସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘର ଜାଳିଦେଲେ…

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି। ଏଠାରେ ବିଡ୍‌ରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହି ଆକ୍ରମଣ ପରେ ବିଧାୟକ ପ୍ରକାଶ ସୋଲାଙ୍କେ ପ୍ରତିକ୍ରିୟା ପ୍ରକାଶ…

ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ମୁମ୍ବାଇ-ଗୋଆ ୪ ଲେନ୍‌ ବିଶିଷ୍ଟ ରାଜପଥ, ଛାତିଥରା ଦୃଶ୍ୟ କ୍ୟାମେରାରେ କଏଦ

ମହାରାଷ୍ଟ୍ରର ଚିପଲୁନ୍‌ରେ ମୁମ୍ବାଇ-ଗୋଆ ୪ ଲେନ୍‌ ବିଶିଷ୍ଟ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡି ପଡିଛି। ଏହି ସମୟର ଏକ ଭୟାନକ୍‌ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ ଫ୍ଲାଏ ଓଭରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା, ପରେ ରାଜପଥର ଏକ ବ୍ଲକ୍‌ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ତଳେ ପଡ଼ିଯାଇଥିଲା।…

ମହାରାଷ୍ଟ୍ର: ଡେମୁ ଟ୍ରେନ୍‌ର ୫ଟି ବଗିରେ ଲାଗିଲା ନିଆଁ

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ୱାଲୁଞ୍ଜ ନିକଟରେ ଏକ ଡେମୁ ସ୍ୱତନ୍ତ୍ର ଟ୍ରେନ୍‌ (ଡିଜେଲ୍‌-ଇଲେକ୍ଟ୍ରିକ୍‌ ମଲ୍ଟିପଲ୍‌ ୟୁନିଟ୍‌)ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣା ସୋମବାର ଅପରାହ୍ନରେ ଅହମ୍ମଦନଗର ଏବଂ ନାରାୟଣପୁର ଷ୍ଟେସନ ମଧ୍ୟରେ ଘଟିଛି। ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ…

ଯବାନଙ୍କ ଚାପୁଡାରେ ଚାଲିଗଲା ୫୪ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ, କାର୍‌ ହେଡଲାଇଟ ପଡିବା ନେଇ ହୋଇଥିଲା ଯୁକ୍ତିତର୍କ

ଯବାନଙ୍କ ଚାପୁଡାରେ ଚାଲିଗଲା ୫୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଜୀବନ ।  କାର୍‌ ହେଡଲାଇଟ୍‌ ମୁଁହରେ ପଡିବା ଯୋଗୁ ଏସ୍‌ଆରପିଏଫ ଯବାନ ନିଖିଲ ଓ ୫୪ ବର୍ଷୀୟ ବ୍ୟକ୍ତି ମୁରଲିଧରଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ଘଟଣାଟି ମହାରାଷ୍ଟ୍ରର ନାଗପୁରରୁ ସାମ୍ନାକୁ ଆସିଛି  । ସୂଚନା ମୁତାବକ,…

ଶ୍ରମିକଙ୍କ ଉପରେ ମାଡିଗଲା କାର: ୩ ମୃତ, ୨ ଗୁରୁତର

ମହାରାଷ୍ଟ୍ର କଲ୍ୟାଣ-ନାସିକ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ୫ ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । କାମ କରି ଘରକୁ ଫେରୁଥିବା ବେଳେ…

ମୁମ୍ବାଇରେ ୨୫୦ କିଲୋ କାଗଜରେ ତିଆରି ହୋଇଛି ଇକୋଫ୍ରେଣ୍ଡଲି ମୂର୍ତ୍ତି, ନାମ ରଖା ଯାଇଛି ଏଲଫିନ୍‌ଷ୍ଟନ୍‌ ରାଜା

ଗଜାନନଙ୍କ ପୂଜା ମହାରାଷ୍ଟ୍ରରେ ବହୁତ ପ୍ରସିଦ୍ଧ । ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ପୂଜା ବହୁତ ଜୋରସୋରରେ ଚାଲିଛି । ଏଥର ପୂଜାରେ ଗଣେଶଙ୍କ ଇକୋଫ୍ରେଣ୍ଡଲି ମୂର୍ତ୍ତି ଦେଖିବା ପାଇଁ ମିଳିଛି । ବହୁ ସଂଖ୍ୟାରେ ଲୋକେ ଗଣେଶଙ୍କ ଏହି ମୂର୍ତ୍ତି ଘରକୁ ଆଣିଛନ୍ତି । ଏହା ସହ ଅନେକ ମଣ୍ଡପରେ ମଧ୍ୟ…

‘୨/୪ ମାସ ପିଆଜ ନ ଖାଇଲେ କିଛି ବିଗିଡ଼ିଯିବ ନାହିଁ’, ବର୍ଦ୍ଧିତ ମୂଲ୍ୟ ଉପରେ କହିଲେ ମହାରାଷ୍ଟ୍ର ମନ୍ତ୍ରୀ ଦାଦା ଭୁସେ

ଟମାଟୋ ପରେ ଏବେ ପିଆଜ ପାଳି। ପିଆଜର ବର୍ଦ୍ଧିତ ମୂଲ୍ୟ ରୋଷେଇ ଘରର ବଜେଟ୍‌ ବିଗାଡ଼ିବା ଆରମ୍ଭ କଲାଣି। ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦାଦା ଭୁସେ କହିଛନ୍ତି, ଯଦି ଲୋକମାନେ ୨/୪ ମାସ ପିଆଜ ନ ଖାଇବେ, ତେବେ କିଛି ବିଗିଡ଼ିଯିବ ନାହିଁ। କହି ରଖୁଛୁ ଯେ କେନ୍ଦ୍ର ସରକାର ପିଆଜ…

ମହାରାଷ୍ଟ୍ର: ଅମରନାଥ ତୀର୍ଥଯାତ୍ରୀ ବସ୍‌ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍‌, ୬ ମୃତ; ୨୫ରୁ ଊର୍ଦ୍ଧ୍ୱ ଆହତ

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ୬ ନଂ. ଜାତୀୟ ରାଜପଥରେ ଶନିବାର ଭୋର୍‌ ୩ଟାରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରାଭେଲ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପାଖାପାଖି ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୋଲିସ…

ମୁମ୍ବାଇ-ଆଗ୍ରା ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା; ହୋଟେଲକୁ ମାଡ଼ିଗଲା ଟ୍ରକ୍‌; ଚାଲିଗଲା ୧୦ ଜୀବନ

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ମଙ୍ଗଳବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୁମ୍ବାଇ-ଆଗ୍ରା ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏକ ଟ୍ରକ୍‌ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ପଶିଯାଇଥିଲା। ଏଥି ପୂର୍ବରୁ ଟ୍ରକ୍‌ଟି ଏକ କାର୍‌କୁ ପଛପଟୁ…

ମହାରାଷ୍ଟ୍ର: ‘ବୀର ସାବରକର ସେତୁ’ ହେଲା ଭର୍ସୋଭା-ବାନ୍ଦ୍ରା ସି ଲିଙ୍କ୍‌, ଟ୍ରାନ୍ସ ହାର୍ବର୍‌ ଲିଙ୍କ୍‌ ହେଲା ‘ଅଟଳ…

ମହାରାଷ୍ଟ୍ର ସରକାର ଭର୍ସୋଭା-ବାନ୍ଦ୍ରା ସି ଲିଙ୍କ୍‌ର ନାମ ବଦଳାଇ ‘ବୀର ସାବରକର ସେତୁ’ କରିଛନ୍ତି। ମୁମ୍ବାଇ ଟ୍ରାନ୍ସ ହାର୍ବର୍‌ ଲିଙ୍କ୍‌ର ନାମ ମଧ୍ୟ ବଦଳାଯାଇ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସେତୁ’ କରି ଦିଆଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗତ ମାସରେ ଘୋଷଣା…