ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ଟାଟା ମ୍ୟାଜିକ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍; ୮ ଯାତ୍ରୀ ମୃତ
ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦାପୋଲି-ହରନେ ରାଜ୍ୟ ରାଜପଥର ଅସୁଦଠାରେ ଏକ ଦ୍ରୁତଗାମୀ ଟ୍ରକ୍, ଟାଟା ମ୍ୟାଜିକ୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଟାଟା ମ୍ୟାଜିକ୍ରେ ଥିବା ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।…