ମହାରାଷ୍ଟ୍ରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ରାତିରୁ ସକାଳ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରି ଚାଲିଲେ ୮ ଅଭିଯୁକ୍ତ
ମହାରାଷ୍ଟ୍ରର ପାଲଘରରେ ନାବାଳିକା ଝିଅ ସହିତ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ପୋଲିସ ଅନୁସାରେ, ଅଭିଯୁକ୍ତମାନେ ୧୬ ବର୍ଷୀୟା ଜଣେ ନାବାଳିକାଙ୍କ ସହ ୧୨ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ଏହି ଘଟଣାରେ ମୋଟ ୮ ଜଣ ଯୁବକ ସମ୍ପୃକ୍ତ…