Browsing Tag

Maharashtra

ଝିଅ ଜନ୍ମରେ ଏମିତି ଖୁସି ପୂର୍ବରୁ କେବେ ଦେଖି ନ ଥିବେ…! ହେଲିକାପ୍ଟରରେ ଘରକୁ ଆସିଲା କନ୍ୟା ସନ୍ତାନ

ଆଜି ବି ଆମ ସମାଜରେ ପୁଅଝିଅ ଭେଦଭାବ ରହିଛି। କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ଅନେକଙ୍କୁ ଏକ ସୁନ୍ଦର ଉଦାହରଣ ନିଶ୍ଚୟ ପ୍ରଦାନ କରିବ। ଭାଇରାଲ ହେଉଥିବା ଏହି ନିଆରା ଭିଡିଓକୁ ଲୋକେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଘଟଣା ମହାରାଷ୍ଟ୍ରର। ଏଠି ଏକ ପରିବାରରେ…

ଅଜବ ପରମ୍ପରା : ଏହି ଗାଁରେ ହୋଲି ଦିନ ରଙ୍ଗ ଖେଳି ଗଧରେ ବୁଲନ୍ତି ଜ୍ୱାଇଁ

ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ। ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ। ହସ ଦୁଃଖ ଭରା ଜୀବନର…

ଛିଃ ଏମିତି ଗାର୍ଲଫ୍ରେଣ୍ଡ୍‌ କାହାକୁ ନ ମିଳୁ! ପରିବାର ସହ ମିଶି ପ୍ରେମିକକୁ ଜିଅନ୍ତା ଜଳାଇ ଦେଲା ପ୍ରେମିକା

ଝିଅର ପ୍ରେମକୁ ବିରୋଧ କରୁଥିବା ଏକ ପରିବାର ତା’ ପ୍ରେମିକକୁ ଜିଅନ୍ତା ଜାଳି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ନିଜେ ପ୍ରେମିକା ବି ସାଥ୍‌ ଦେଇଛି। ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକରେ। ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକର ମୃତ୍ୟୁ ଘଟିଥିବା…

ବାଇକ୍‌ ଆରୋହୀଙ୍କ ଉପରକୁ ଡିଆଁ ମାରିଲା ବାଘ, ଘଉଡ଼ାଇବା ପରେ ବି ପୁଣି ଆସି ଏମିତି ଡରାଇଲା; ଭାଇରାଲ ହେଉଛି ଭିଡିଓ

ମାତିଛି ବାଘ। ଯାହାକୁ ସାମ୍ନାରେ ପାଉଛି ଝପଟି ପଡ଼ୁଛି। ଫଳରେ ଲୋକେ ଏବେ ଭୟରେ ତାଟି କବାଟ କିଳି ରହୁଥିବା ଦେଖାଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ଯୋଗୁ ଲୋକେ ଶଙ୍କାରେ ଅଛନ୍ତି। ଗତ ରାତିରେ ବାଇକରେ କାମକୁ ଯାଉଥିବା ଜଣେ ଶ୍ରମିକ ଉପରକୁ ହଠାତ୍‌ ବାଘ ଆକ୍ରମଣ କରିଛି। ଅଚାନକ ବାଘ…

ଭୁଶୁଡିଲା ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍‌: ୭ ମୃତ, ମୋଦି ଜଣାଇଲେ ଶୋକ

ପୁନେ: ମହାରାଷ୍ଟ୍ର ପୁନେର ୟରବଦା ଶାସ୍ତ୍ରୀ ନଗରରେ ଗୁରୁବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍ ଖସିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଷ୍ଟେସନ୍‌ରେ ପଶୁଥିବା ବେଳେ ନିଆଁ ଲାଗିଥିବା ସୂଚନା

ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ନନ୍ଦୁରବାରରେ ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ରିପୋର୍ଟ ମୁତାବକ, ଟ୍ରେନ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ରେ ନିଆଁ ଲାଗିବା ପରେ ସମସ୍ତ…

ମୁମ୍ବାଇ: ୨୦ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୨ମୃତ, ୧୫ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇର ଏକ ୨୦ ମହଲା ବିଲିଡିଂରେ ଭୟଙ୍କର ନିଆଁ ଲାଗିଛି। ନିଆଁ ବିଲିଡିଂର ୧୮ ମହଲା ଲାଗିଥିବା ଜଣାପଡିଛି। ମୁମ୍ବାଇର ତାଡଦେବ ଅଞ୍ଚଳରେ ଏହି ଘଟଣା ଘଟିଛି। କମଲା ବିଲିଡିଂର ୧୮ ମହଲାରେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ…

କରୋନାରେ ୨୬୫ ପୋଲିସ କର୍ମୀଙ୍କ ମୃତ୍ୟୁ, ଗତ ୨୪ ଘଣ୍ଟାରେ ୩୭୦ କୋଭିଡ୍‌ ପଜିଟିଭ୍‌

ବର୍ତ୍ତମାନ ସବୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କରୋନାର ଶିକାର ହେଉଛନ୍ତି। ଲୋକଙ୍କୁ କରୋନା ନିୟମର ପାଳନ ନେଇ ସଚେତନ କରୁଥିବା ମହାରାଷ୍ଟ୍ର ପୋଲିସ ମଧ୍ୟ କରୋନା ସଂକ୍ରମଣ ଠାରୁ ବର୍ତ୍ତି ନାହିଁ। ରାଜ୍ୟରେ କରୋନା ମହାମାରୀରେ ସଂକ୍ରମିତ ହୋଇ ଇତି…

ସରିଲା ନିର୍ବନ୍ଧ, କିଛି ଦିନରେ ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ମିଳନ କରେ। ପ୍ରେମ ମାନେନି ଜାତି, ଲିିଙ୍ଗ ଓ ଭେଦଭାବ, ପ୍ରେମ ନା ଦେଖେ କୌଣସି ବୟସ ନା ବନ୍ଧନ। ପୂର୍ବରୁ ଧର୍ମ ଓ ଜାତିର ଭେଦଭାବ ମହିଳା ଓ ପୁରୁଷଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ହେଉଥିଲା। ଏହା ପରେ ସମଲିଙ୍ଗୀ ବିବାହର ବିରୋଧ…

ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ତାଲିମରେ ଯୋଗ ଦେଲେ ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲା ଅଧିକାରୀ, ୩ ଦିନ ଧରି ଚାଲିବ…

ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରୁ ଏକ ଅଧିକାରୀ ଦଳ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ତାଲିମ ପାଇଁ ଓଡ଼ିଶା ଆସିଛନ୍ତି। ବିପର୍ଯ୍ୟୟ ପ୍ରଶମନ ଉପରେ ଓଡ଼ିଶାର ସମୃଦ୍ଧ ଅଭିଜ୍ଞତା ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି। ଅନ୍ୟ ରାଜ୍ୟର ଅଧିକାରୀ ଏବଂ ହିତାଧିକାରୀମାନଙ୍କ ପାଇଁ OSDMA ତାଲିମ…

ମହାରାଷ୍ଟ୍ରରେ ୧୪୪ ଧାରା ଲାଗୁ ! ଚିହ୍ନଟ ହେଲେ ଆଉ ୭ ଓମିକ୍ରନ ଆକ୍ରାନ୍ତ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଆଉ ୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରେ ଅଛି ଜଣେ ୩ ବର୍ଷର ଶିଶୁ। ୭ ଜଣଙ୍କ ମଧ୍ୟରୁ ୪ଜଣ ଭ୍ୟାକ୍ସିନ ନେଇସାରିଛନ୍ତି। ୪ଜଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ସେମାନଙ୍କ ମଧ୍ୟରେ ୩ଜଣ ମୁମ୍ବାଇର ହୋଇଥିବାବେଳେ ୪ଜଣ…

ହଜାରେ କେଜି ପିଆଜ ବିକି ମାତ୍ର ୧୩ ଟଙ୍କା ରୋଜଗାର କଲେ ଚାଷୀ, ଦଲାଲ୍‌ ନେଇଗଲେ ଲାଭ

ଫସଲର ପ୍ରକୃତ ମୂଲ୍ୟ ପାଇପାରୁନାହାନ୍ତି ଚାଷୀ। ଫସଲ ଖରାପ ହେବା ଭୟରେ ଶାଗ ମାଛ ଦରରେ ନିଜ କଷ୍ଟ ଅର୍ଜିତ ଖାଦ୍ୟ ଶସ୍ୟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଦେଶର ଚାଷୀ। ପୂର୍ବରୁ ଅନେକ ଥର ଚାଷୀ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଏବେ ପୁଣିଥରେ ଏଭଳି ସ୍ଥିତି ଦେଇ ଗତି କରିଛନ୍ତି…