Browsing Tag

maharashtrian-food-business-it women

ଇନ୍‌ଫୋସିସ୍‌ ଚାକିରି ଛାଡ଼ି ଆରମ୍ଭ କଲେ ଖାଦ୍ୟ ପ୍ରସ୍ତୁତି କାମ, ଆଜି ୧୪ ରେଷ୍ଟୁରାଣ୍ଟର ମାଲିକାଣୀ

ଇନ୍‌ଫୋସିସ୍‌ ଭଳି କମ୍ପାନୀରେ ଚାକିରି ପାଇବା ପାଇଁ ଯେକେହି ଚାହିଁଥାନ୍ତି । ବଡ ବଡ ଡିଗ୍ରୀ ଓ ଅଭିଜ୍ଞତା ଥାଇ ବି ଇନ୍‌ଫୋସିସ୍‌ରେ ଚାକିରି ପାଇବା କଷ୍ଟକର ହୋଇଥାଏ । ହେଲେ ଜଣେ ମହିଳା ଇନ୍‌ଫୋସିସ୍‌ ଭଳି ଚାକିରି ଛାଡି ଖାଦ୍ୟ ପ୍ରସ୍ତୁତି ବ୍ୟବସାୟ କରିବା ଯାହାକୁ ବି ଆଶ୍ଚର୍ଯ୍ୟ କରିବ ।…