Browsing Tag

maharastra

ଭୂକମ୍ପ ଯୋଗୁଁ ଘର ଓ କମ୍ୟୁନିଟି ହଲରେ ଫାଟ, ତୀବ୍ରତା ୪.୭

ମହାରାଷ୍ଟ୍ର : ଆଜି ସକାଳୁ ମହାରାଷ୍ଟ୍ରର ହିଙ୍ଗୋଲିରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୭ ଥିବା ଜଣାପଡିଛି । ପାଙ୍ଗରା ସିନ୍ଦେ ଗାଁରେ କିଛି ଘର ଏବଂ ଏକ କମ୍ୟୁନିଟି ହଲରେ ଫାଟ ଦେଖାଦେଇଛି ବୋଲି ହିଙ୍ଗୋଲି କଲେକ୍ଟର ରାହୁଲ ଗୁପ୍ତା କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା…

କୂଅରେ ଖସି ପଡ଼ିଲା କାର୍, ୯ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାସିକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ…

ଟ୍ରେକିଂ ସମୟରେ ଆଇନ୍ ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ, ୩୯୦ ଫୁଟ୍ ଗଭୀର ଘାଟିରୁ ମିଳିଲା ମୃତଦେହ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଲୋନାୱାଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଲୋନାୱାଲାରେ ନବୀ ମୁମ୍ବାଇର ୧୯ ବର୍ଷୀୟ ଲ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଟ୍ରେକିଂ ସମୟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ମୃତକ ଶ୍ରେୟା ପତି ବୋଲି ଚିହ୍ନଟ କରାଯାଇଛି । ସୂଚନାନୁଯାୟୀ, ଏହି ଦୁର୍ଘଟଣା…

ସୁନେତ୍ରା ପାୱାର ହେବେ ନୂଆ ଉପମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ୫ଟାରେ ନେବେ ଶପଥ

ମହାରାଷ୍ଟ୍ର : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର। ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନଠାରେ ଶପଥ ନେବେ ସୁନେତ୍ରା ପାୱାର। ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ସୁନେତ୍ରା ପାୱାର ଶପଥ ନେବେ । NCP…

ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପଡିଲା ମହଙ୍ଗା, ପୁରୋହିତ ଗିରଫ

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇର ଏକ ମାମଲା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏକ ଦେବୀ ମୂର୍ତ୍ତିଙ୍କୁ ମେରୀ ଭଳି ସଜାଇବା ପୁରୋହିତଙ୍କ ପାଇଁ ମହଙ୍ଗା ପଡିଲା । ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ ପୁରୋହିତଙ୍କୁ ଗିରଫ କରିଛି । ଏପରି କରିବାର କାରଣ ଜାଣିବାକୁ…

ଥାନେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ମୃତ ଓ ଚାରି ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଥାନେ ଜିଲ୍ଲାର ଅମ୍ବରନାଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣା ଅମ୍ବରନାଥ ଫ୍ଲାଏଓଭରରେ ଘଟିଛି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାରେ…

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପାଇଁ ୭୨ ଘଣ୍ଟାର ହାଇ ଆଲର୍ଟ ଜାରି, ସତର୍କ ରହିବାକୁ ପରାମର୍ଶ ଦେଲା IMD

ମହାରାଷ୍ଟ୍ର : ମୁମ୍ବାଇ ସମେତ ଆଖପାଖ ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ଆଜି IMD ରେଡ୍ ଆଲର୍ଟ ଜାରି କରିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନାନୁଯାୟୀ, ମୁମ୍ବାଇ ସମେତ ଥାଣେ, ପାଲଘର, ରାୟଗଡ଼ ଏବଂ…

ପାଲଘରର ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ : ଜଣେ ଶ୍ରମିକ ମୃତ, ୪ ଆହତ  

ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ  ଅଗ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କ…

ସୁରକ୍ଷାବଳକୁ ବଡ଼ ସଫଳତା, ମହାରାଷ୍ଟ୍ର ଗଢଚିରୋଲୀରେ ୨ ମହିଳା ନକ୍ସଲ ନିପାତ

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି କରି ୨…

ସେକ୍ସ ରାକେଟ ଅଭିଯୋଗରେ ୪୧ ବର୍ଷୀୟ ଅଭିନେତ୍ରୀ ଗିରଫ, ତଦନ୍ତ ଆରମ୍ଭ କରିଛି ପୋଲିସ

ମହାରାଷ୍ଟ୍ର ଥାଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ ଜଣେ ୪୧ ବର୍ଷୀୟ ଅଭିନେତ୍ରୀଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ କେବଳ ସେହି ଅଭିନେତ୍ରୀ ଜଣକ ସାମିଲ ନାହିଁ ବରଂ ଅନେକ ଆକ୍ଟ୍ରେସଙ୍କୁ ମଧ୍ୟ ଏଥିରେ ପକାଇଛି । ପୋଲିସ ୨ ଜଣ…

ମହାରାଷ୍ଟ୍ରରେ ଜଳସମୁଦ୍ର : ଭୂସ୍ଖଳନ ଯୋଗୁଁ ୨ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବିଳମ୍ବିତ ରାତିରୁ ଲଗାତାର…

ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ, ସିସିଟିଭିରେ କଏଦ ହେଲା ଘଟଣା

ପୁନେ: ମହାରାଷ୍ଟ୍ରର ପୁନେର ଏକ ଘଟଣା ସାମନାକୁ ଆସିଛି ।  ପିମ୍ପରି ଚିଞ୍ଚୱାଡର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାର ଏକ ଭିଡିଓ ନଜରକୁ ଆସିଛି ଯେଉଁଥିରେ ଯୁବକ ଜଣକ ବ୍ୟାୟାମ କରୁଥିବା ସମୟରେ ହଠାତ୍ ତଳେ ପଡ଼ି ଯାଉଥିବାର ଦେଖିବାକୁ ମିଳୁଛି ।…