ରଣଜୀ ଟ୍ରଫି : ମହାରାଷ୍ଟ୍ର ଠାରୁ ଓଡ଼ିଶା ୧୦ ଓ୍ଵିକେଟ୍ରେ ପରାସ୍ତ
ଭୁବନେଶ୍ୱର (କେ ନ୍ୟୁଜ୍) : ପୁନେ ଷ୍ଟାଡିୟମ୍ରେ ଖେଳା ଯାଇଥିବା ରଣଜୀ ଟ୍ରଫି ମ୍ୟାଚ୍ରେ ଆଜି ମହାରାଷ୍ଟ୍ର ୧୦ ଓ୍ଵିକେଟ୍ ଓଡ଼ିଶାକୁ ପରାସ୍ତ କରିଛି । ଦ୍ୱିତୀୟ ଇନିଂସ୍ରେ ଓଡ଼ିଶାକୁ ୨୮୯ ରନ୍ରେ ଅଲ୍ଆଉଟ୍ କରିବା ପରେ ମହାରାଷ୍ଟ୍ର ଆଗରେ ମାତ୍ର ୪୦ ରନ୍ର ବିଜୟଲକ୍ଷ୍ୟ ରହିଥିଲା । …