ମହାରାଷ୍ଟ୍ରରେ ଅପ୍ରେଲ ୩୦ ଯାଏ ବଢ଼ିଲା ଲକ୍ଡାଉନ୍ ଅବଧି , ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ
ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍ଡାଉନ୍ ଅବଧିକୁ ଅପ୍ରେଲ ୩୦ ତାରିଖ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହା ଘୋଷଣା କରିଛନ୍ତି ।…