Browsing Tag

maharastra politics

୧୭ ବର୍ଷ ପରେ ପୁଣି ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ

ଏକାଠି ହେବେ ଉଦ୍ଧବ ଓ ରାଜ୍‌ ଠାକରେ। ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାଙ୍କ ମଧ୍ୟରେ ସ୍ଥାପନ ହେବ ସଂପର୍କ। ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା ସୃଷ୍ଟି ହୋଇଥିବା ବେଳେଲ ଦୁଇ ଭାଇ ପୁଣି ଏକାଠି ନଜର ଆସିବେ ବୋଲି ଜଣାପଡ଼ିଛି। ଏନସିପିରେ ଫାଟ ପରେ ଦୂର୍ବଳ ହୋଇଛି…

ମୁସଲିମ ଛାତ୍ରଛାତ୍ରୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି, ସ୍କୁଲ ଓ କଲେଜରେ ମିଳିବ ୫ ପ୍ରତିଶତ ସଂରକ୍ଷଣ

ମହାରାଷ୍ଟ୍ର: ମୁସଲିମ ବର୍ଗଙ୍କୁ ମହାରାଷ୍ଟ୍ର ସରକାରଙ୍କ ଭେଟି। ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଯୋଜନା ଆଣୁଛନ୍ତି ମହାରାଷ୍ଟ୍ର ସରକାର। ଶିକ୍ଷା କ୍ଷେତ୍ରରେ ମୁସଲିମ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ପ୍ରତିଶତ ସଂରକ୍ଷଣ। ସ୍କୁଲ ଓ କଲେଜରେ ଏହି ସଂରକ୍ଷଣ ଲାଗୁ ହେବ। ଖୁବ୍‌ ଶୀଘ୍ର ଏ…

ମହାରାଷ୍ଟ୍ର ମହାନାଟକରେ ଆସିଲା ମହାରାୟ, ଆସନ୍ତାକାଲି ସଂଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ହେବ ବହୁମତ ପରୀକ୍ଷଣ

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାନାଟକରେ ଆସିଲା ମହାରାୟ। ଆସନ୍ତାକାଲି ସଂଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ହେବ ବହୁମତ ପରୀକ୍ଷଣ। ଆସ୍ଥାଭୋଟିଂ ଓ ବିଧାନସଭା କାର୍ଯ୍ୟର ସିଧାପ୍ରସାରଣ ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାମଚଳା ବାଚସ୍ପତି ଓପନ ସିକ୍ରେଟ ବାଲାଟ ଜରିଆରେ ବହୁମତ…

ମହାରାଷ୍ଟ୍ରରେ କଣ ହେବ ସରକାରଙ୍କ ଭବିଷ୍ୟତ? ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ, ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ଅନ୍ତ ହେଉନି ମହାରାଷ୍ଟ୍ର ମହାନାଟକ। ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନ ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ତିନିଜଣିଆ ଖଣ୍ଡପୀଠ। ଆସନ୍ତାକାଲି ଦିନ ୧୦ଟା ୩୦ରେ ରାୟ ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ। ତିନି ଜଣିଆ ଖଣ୍ଡିପୀଠ ଶୁଣାଣି କରିଥିଲେ। ଏହା ପୂର୍ବରୁ ଆଜି…

ମହାରାଷ୍ଟ୍ରରେ ଥମୁନି ବିବାଦ, ଏପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସରକାର ଆରମ୍ଭ କରିଦେଲାଣି କାର୍ଯ୍ୟ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନୂଆ ସରକାରକୁ ନେଇ ବିବାଦର ଲଢେଇ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛି। ଦୁଇଦିନର ରାଜନୈତିକ ହଲଚଲ ପରି ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଫଡନଭିସ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ…

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ଼ନାଭିସ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନାଟକୀୟ ମୋଡ଼। ରାଜ୍ୟରେ ସରକାର ଗଠନ କଲା ବିଜେପି-ଏନସିପି ମେଣ୍ଟ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ। ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ପଦ ଓ…

ଖୁବ୍‌ ଶୀଘ୍ର ଗଠନ ହୋଇପାରେ ମହାରାଷ୍ଟ୍ର ସରକାର, ଆଜି ଶରଦ ପାୱାରଙ୍କ ଘରେ ବସିବ କଂଗ୍ରେସ-ଏନ୍‌ସିପି ବୈଠକ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ବାହାରିପାରୁନି ନିଷ୍କର୍ସ। ଲଗାତାର ବୈଠକ, ବାରମ୍ବାର ମନ୍ଥନ ପରେ ହୋଇପାରୁନି ସହମତି। ଶିବସେନାକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ସରକାର ଗଠନ ନେଇ ପ୍ରସ୍ତାବକୁ ଶେଷରେ କଂଗ୍ରେସ…

ସରିଲା ମହାରାଷ୍ଟ୍ରରେ ମହାନାଟକ, ସରକାର ଗଠନ କରିବ ବିଜେପି

ନୂଆଦିଲ୍ଲୀ : ସରିଲା ମହାରାଷ୍ଟ୍ରରେ ମହାନାଟକ । ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ମହାରାଷ୍ଟ୍ରରେ ସରକାର ଗଠନ କରିବ ବିଜେପି। ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ଏପର୍ଯ୍ୟନ୍ତ ନୂଆ ସରକାର ଗଠନ ହୋଇ ନଥିବା ବେଳେ  ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି…