ବିଧାନସଭାରେ ମହାରଥିଙ୍କ ପୋଲ୍ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶୀତଳ ଭଣ୍ଡାର ଅଚଳ ନେଇ କଲେ କଟାକ୍ଷ
ବିଧାନସଭା ପ୍ରଶ୍ନକାଳରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ପୋଲ୍ ଖୋଲିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭା ପ୍ରଶ୍ନକାଳରେ ତେରେଛା ପ୍ରଶ୍ନବାଣ ଛାଡ଼ିଥିଲେ ମହାରଥୀ। ଉତ୍ତର ଦେବାକୁ ଯାଇ ମହାରଥିଙ୍କ ମନ୍ତ୍ରୀତ୍ୱ କାଳର ପୋଲ୍ ଖୋଲିଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆଜି…