ଆଗ ଭଳି ହେଉନି ଦୀପ ବିକ୍ରି, ପରିବାର ପ୍ରତିପୋଷଣ ଚିନ୍ତାରେ ଦୀପ କାରିଗର
ଉଦଳା (କେନ୍ୟୁଜ୍ ଓଡ଼ିଶା): ଆସନ୍ତା କାଲି ମହା ଶିବରାତ୍ରି। ସେଥି ପାଇଁ ଦୀପ କାରିଗର ମାନେ ତିଆରି କରୁଛନ୍ତି ଦୀପ । ହେଲେ ଆଗ ଅପେକ୍ଷା ଦୀପ ବିକ୍ରି ହେଉ ନଥିବା ବେଳେ ଚିନ୍ତାରେ ଦୀପ କାରିଗର। କେମିତି ନିଜର ପରିବାର ପ୍ରତିପୋଷଣ କରିବେ ସେନେଇ ଏବେ ଚିନ୍ତାରେ।
ମୟୂରଭଞ୍ଜ ଜିଲ୍ଲା…