Browsing Tag

mahashivratri

ଶିବଭକ୍ତିରେ ବୁଡ଼ିଲେ ଶେହନାଜ ଗିଲ, ମହାଶିବରାତ୍ରିରେ ନେଲେ ତ୍ରୟମ୍ବକେଶ୍ବରଙ୍କ ଆଶୀର୍ବାଦ

ଆଜି ମହାଶିବରାତ୍ରି । ଚାରିଆଡେ ମହାଦେବଙ୍କ ଭକ୍ତିରେ ବୁଡ଼ିଛନ୍ତି ଭକ୍ତ । ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ଖାସ୍ ଉତ୍ସବରେ ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ୍ ଭଗବାନ ଭୋଳାବାବାଙ୍କ ଶରଣରେ ପହଞ୍ଚିଛନ୍ତି । ଶେହନାଜ ଗିଲ ତ୍ରୟମ୍ବକେଶ୍ବର ମନ୍ଦିରରେ ପହଞ୍ଚି ଭଗବାନ…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣୀ ପୀଠ, ଭୋର ୪ ଟା ୩୦ରେ ମନ୍ଦିର ଚୁଡାକୁ ଉଠିବ ମହାଦୀପ

ଭଦ୍ରକ : ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠ । ଭୋର ୪ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ଦ୍ଵାରା ପହିଲି ଭୋଗ ଲାଗି ହୋଇଥିଲା । ଭକ୍ତମାନେ ବ୍ୟାରିକେଡ଼ ରେ ଆସି…

ମହାଶିବରାତ୍ରି: ଏହି ସବୁ ରଙ୍ଗର ପୋଷାକ ପିନ୍ଧି ଭୋଳାବାବାଙ୍କୁ କରନ୍ତୁ ପ୍ରସନ୍ନ

ଆପଣ କେଉଁ ରଙ୍ଗର ପୋଷାକ ପିନ୍ଧୁଛନ୍ତି, ତାହା ବି ଆସ୍ଥା ସହିତ ଜଡ଼ିତ ରହିଥାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏହି ପବିତ୍ର ଦିନରେ ଭକ୍ତମାନେ କେଉଁ ପୋଷାକ ପରିଧାନ କରିବେ, ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ । ସାଧାରଣତଃ ଭକ୍ତମାନେ ଏମିତି…

ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

ଆସୁଛି ମହାଦେବଙ୍କ ଭକ୍ତଙ୍କ ସବୁଠୁ ବଡ଼ ଉତ୍ସବ ମହାଶିବରାତ୍ରି । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଏଥରକ ମହାଶିବରାତ୍ରିରେ ଯଦି କିଛି ଖାସ୍‌ କାମ କରିବେ ତେବେ ନିଜ ଘରର ବାସ୍ତୁ ଦୋଷକୁ ଠିକ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ କି କାମ…

ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ପଡ଼ୁଛି ମହାଶିବରାତ୍ରି । ଶିବ ଭକ୍ତମାନେ ବର୍ଷ ସାରା…

ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରୀ: ଜମିବ ଲକ୍ଷ, ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ (କେନ୍ୟୁଜ): ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠରେ ମହାଶିବରାତ୍ରୀ ପାଳନ । ଏହି ଶିବରାତ୍ରୀ ଉପଲକ୍ଷେ ଏଠାରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କପିଳାସ ପୀଠର…

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ, କେତକୀ ଫୁଲରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ଼ (କେନ୍ୟୁଜ): ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ବାବା ଧବଳେଶ୍ବରଙ୍କ ପୀଠ । ଜାଗର ଅବସରରେ ଆଜି ଧବଳେଶ୍ବରଙ୍କ ପୀଠରେ ଲାଗିହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯାଇଛି। ପରେ କେତକୀ ଫୁଲରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ…

ଆଜି ପବିତ୍ର ମହାଶିବରାତ୍ରୀ, ରାଜ୍ୟର ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଗହଳିଚହଳି

ଭୁବନେଶ୍ୱର (କେନ୍ୟୁଜ): ଆଜି ମହାଶିବରାତ୍ରୀ। ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ଶୈବପୀଠ। ଦେବଦେବ ମହାଦେବଙ୍କ ଉପାସନା ପାଇଁ ସମସ୍ତ ଶିବାଳୟରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଜାଗର ପାଇଁ ଏକାମ୍ର କ୍ଷେତ୍ର ଉତ୍ସବମୁଖରିତ । ଭୋରରୁ ଆରମ୍ଭ ହୋଇଛି ସାହାଣ ମେଲା…

ଆସନ୍ତାକାଲି ଜାଗର: ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଶିବରାତ୍ରି ପାଇଁ ସମସ୍ତ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି । ଲିଙ୍ଗରାଜ ମହାପ୍ରଭୁଙ୍କ…

ଭଗବାନ ଶିବଙ୍କ ଭୂମିକାରେ କେଉଁ କେଉଁ ଅଭିନେତା ନଜର ଆସିଛନ୍ତି, ଜାଣନ୍ତୁ

ଭଗବାନ ଶିବ ହେଉଛନ୍ତି ସଂହାର କର୍ତ୍ତା । କୁହନ୍ତି ସେ ହେଉଛନ୍ତି କୋପେବର ନଚେତ ତପେବର । ବିନାଶକାରୀ, ପ୍ରଚଣ୍ଡ କୋପୀ ସହ ସଂସାରର ଆଦିଦେବ ହେଉଛନ୍ତି ପ୍ରଭୁ ଶିବଶଙ୍କର । ପ୍ରତିବର୍ଷ ମହାଶିବରାତ୍ରୀ ଫାଲଗୁନ ମାସ କୃଷ୍ଣ ପକ୍ଷରେ ପଡେ । ଯାହା ସାଧାରଣତ ଫେବୃଆରୀରେ ପଡିଥାଏ । ଆଜି ହେଉଛି…

ମହାଦେବଙ୍କର ବି ରହିଛି ନବରାତ୍ରି, କେବଳ ଏହି ସ୍ଥାନରେ ଅନୁଷ୍ଠିତ ହୁଏ ଶିବନବରାତ୍ରି

ଭଗବାନ ଶିବଙ୍କର ଉପାସକ ମାନେ ମହାଶିବରାତ୍ରି ଦିନକୁ ଅତି ଉତ୍ସାହର ସହିତ ଅପେକ୍ଷା କରିିଥାନ୍ତି। ଏହି ଦିନ ସବୁ ଶିବ ମନ୍ଦିରରେ ସକାଳୁ ରାତି ଯାଏଁ ପୂଜା ପାଠ ଓ ଅଭିଷେକ କରାଯାଏ। ଏହି ଦିନ ଦେଶର ବଡ ବଡ ଶିବ ମନ୍ଦିର ମାନଙ୍କରେ ଉତ୍ସବ ଲାଗି ରହିଥାଏ। ଏହି ଉତ୍ସବ ଦେଖିବା ପାଇଁ ଓ…

ମହାଶିବରାତ୍ରୀରେ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ; ରହିବ ଭଗବାନ ଶିବଙ୍କ ବିଶେଷ କୃପା

ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୧ରେ ପଡ଼ୁଛି। ଏହି ଦିନ ଗ୍ରହମାନଙ୍କର ବିଶେଷ ସଂଯୋଗ ରହୁଛି। ଜ୍ୟୋତିଷ ଶାସ୍ତ୍ର ମୁତାବକ, ମକର ରାଶିର ଦ୍ୱାଦଶ ଘରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେବ। ଏହି ଦିନ ମକର ରାଶିରେ ମଙ୍ଗଳ ଏବଂ ଶନି ସହିତ ଶୁକ୍ର, ବୁଧ ଏବଂ ଚନ୍ଦ୍ର ମଧ୍ୟ ରହିବେ। ଏଥି ସହିତ ସୂର୍ଯ୍ୟ…