Browsing Tag

Mahashtami

ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା, ବୁଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ

ଭୁବନେଶ୍ବର: ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା । ଭୁବନେଶ୍ବର ରସୁଲଗଡ଼ ମଣ୍ଡପରେ ମାଆଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଗହଳି ଜମିଛି । ବଡ ପାହାଡ ଭିତରେ ମାଆ ଦୁର୍ଗାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ୬୫ ଫୁଟ ଉଚ୍ଚତା ଓ ୧୨୦ ଫୁଟ ଚଉଡ଼ାରେ ନିର୍ମାଣ ହୋଇଛି କୃତ୍ରିମ ପାହାଡ଼ ।…

ଓଡ଼ିଶା ବାସୀଙ୍କୁ ମହାଷ୍ଟମୀରେ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ମାହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜଗତଜନନୀ ମାଆ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ । ନବରାତ୍ରୀର ନବମ ଦିବସରେ ମାଆ ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ…

ମାଆ ବିରଜାଙ୍କ ପୀଠରେ ଆଜି ମହାଷ୍ଟମୀ ପାଳିତ, ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ ପାଇଁ ଲାଗିଛି ଭିଡ଼

ଯାଜପୁର : ସବୁଠି ଚାଲିଛି ମାଆଙ୍କ ପୂଜା । ପୂଜା ମଣ୍ଡପରେ ମହାସପ୍ତମୀ ପାଳିତ ହେଉଥିବା ବେଳେ ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ମହାଷ୍ଟମୀ ପାଳିତ ହେଉଛି । ବଧୂ ବେଶରେ ସଜେଇ ହୋଇଛି ମାଆଙ୍କ ମନ୍ଦିର । ବଡ଼ି ଭୋରୁ…