Browsing Tag

mahatma gandhi Statue

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଯୁବକ

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଯୁବକ। ଜାତିର ପିତାଙ୍କୁ ଘୋର ଅସମ୍ମାନ । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ପଥରରେ ଛେଚି ଛେଚି ଅମଣିଷ ପରି ମୁଣ୍ଡ ଅଲଗା କରିଦେଇଛି ଜଣେ ନିଶାସକ୍ତ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନବରଙ୍ଗପୁର : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଯୁବକ। ନବରଙ୍ଗପୁର ସହର ସ୍ଥିତ ୧୬ ନମ୍ବର ୱାର୍ଡ ଗାନ୍ଧୀ ନଗର ଅଞ୍ଚଳରେ ଘଟଣା ଘଟିଛି । ଜଣେ ନିଶାସନ୍ତ ଯୁବକ ଆସି ପଥରରେ ପ୍ରତିମୂର୍ତ୍ତିକୁ ଭାଙ୍ଗିଥିଲା । କେହି ବାରଣ କଲେ ପଥର ଧରି…

ଭାରତ ଉପହାର ଦେଇଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଅନାବରଣର କିଛି ଘଣ୍ଟା ଭିତରେ ବେକ କାଟି ଦେଲେ…

ଭାରତ ସରକାରଙ୍କ ଦ୍ୱାରା ଉପହାରରେ ଦିଆ ଯାଇଥିବା ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣ କାଂସ୍ୟ ପ୍ରତିମୂର୍ତ୍ତିକୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭଙ୍ଗାରୁଜା କରାଯାଇଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସେହିପରି ଏହି…

ଗାନ୍ଧି ଜୟନ୍ତୀରେ କିଟ୍‌ ପରିସରରେ ଉନ୍ମୋଚିତ ହୋଇଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ କିଟ୍‌ ଓ କିସ୍‌ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ଏଥିପାଇଁ କିଟ୍‌ ଓ କିସ୍‌ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗାନ୍ଧି ଜୟନ୍ତୀରେ କିଟ୍‌ ପରିସରରେ ଉନ୍ମୋଚିତ…