CSK ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ! ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି
ନୂଆଦିଲ୍ଲୀ : ଆଇପିଏଲରୁ ଅବସର ନେବେ ନାହିଁ ମହେନ୍ଦ୍ର ସିଂ ଧୋନି । ଆଗକୁ ୨୦୨୪ ଆଇପିଏଲ ଖେଳିବା ନେଇ ସଙ୍କେତ ଦେଇଛନ୍ତି କ୍ୟାପଟେନ କୁଲ । ଷଷ୍ଠଥର ଟ୍ରଫି ହାତେଇବା ଲକ୍ଷ୍ୟରେ ଆସନ୍ତା ବର୍ଷ ପଡିଆକୁ ଓହ୍ଲାଇବେ ବୋଲି ଧୋନି କହିଛନ୍ତି । ଯଦିଓ ବୟସ ଓ ଫିଟନେସ ପାଇଁ ତାଙ୍କ ପକ୍ଷେ ଖେଳ ଜାରି…