‘ଗୁଣ୍ଟୁର କାରମ’ର ଟ୍ରେଲର ରିଲିଜ୍, ଖୁବ୍ଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ
ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ବୁହୁ ଚର୍ଚ୍ଚିତ ଫିଲ୍ମ ‘ଗୁଣ୍ଟୁର କାରମ’ ର ଟ୍ରେଲର ରିଲିଜ୍ ହୋଇଛି । ତେବେ ଟ୍ରେଲରରେ ମହେଶ ବାବୁଙ୍କ ଦମ୍ଦାର ଆକ୍ସନ୍, ଡ୍ୟାସିଂ ଲୁକ୍ ଓ ଧାସୁ ଏନର୍ଜି ଲୋକଙ୍କ ମନ ଜିତିଛି । ଏହା ସହ ମହେଶ ବାବୁଙ୍କ ଏହି ଫିଲ୍ମ ପାଇଁ ଦର୍ଶକ ବହୁତ ସମୟ ଧରି…