ପୁଅର ଶବ ନେବାକୁ ଜଗଜିତ ସିଂଙ୍କୁ ଦେବାକୁ ପଡିଥିଲା ଲାଞ୍ଚ, ଅନେକ ବର୍ଷ ପରେ ମହେଶ ଭଟ୍ଟ କଲେ ଖୁଲାସା
ଗଜଲ ଗାୟକ ଜଗଜିତ ସିଂ ଅନେକ ଦୁଃଖ ସମୟ ଦେଇ ଗତି କରିଛନ୍ତି । ସେ ବହୁତ କମ୍ ବୟସରେ ପୁଅକୁ ହରାଇଥିଲେ । ଜଗଜିତ ସିଂଙ୍କ ପୁଅ ୨୦ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ପୁଅର ମୃତ୍ୟୁ ପରେ ଜଗଜିତ ସିଂ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଜଗଜିତ ସିଂଙ୍କ ପୁଅଙ୍କ ଦେହାନ୍ତକୁ…