ନୟାପଲ୍ଲୀରୁ ହଟିଲା ଜବରଦଖଲରେ ଗଢି ଉଠିଥିବା ୪୦ ବର୍ଷର ମହିମା ଢାବା
ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ନୟାପଲ୍ଲୀରୁ ହଟିଲା ମହିମା ଢାବା। ଦୀର୍ଘ ୪୦ ବର୍ଷ ଧରି ଜବରଦଖଲରେ ଗଢି ଉଠିଥିବା ଢାବାକୁ ଉଚ୍ଛେଦ କରିଛି ବିଡିଏ। ସରକାରୀ ଜମିକୁ ଜବରଦଖଲ କରି ବେପାର ଚଳାଇଥିଲା ମହିମା ଢାବା।
୧୬ନଂ ଜାତୀୟ ରାଜପଥରେ କଳିଙ୍ଗ ଷ୍ଟାଡିୟମର ଗେଟ ନଂ ୯କୁ ଲାଗିଛି ଢାବା।…