ଓଡ଼ିଶାର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଏସଏଲ ପ୍ରତିଷ୍ଠାତା ମହିମାନନ୍ଦ ମିଶ୍ରଙ୍କୁ ମିଳିଲା …
ଭୁବନେଶ୍ୱର(କେନ୍ୟୁଜ୍): ପ୍ରତ୍ୟେକ ରାଜ୍ୟକୁ ଆଶୀର୍ବାଦ ସ୍ୱରୂପ ଏଭଳି କିଛି ବ୍ୟବସାୟୀ ମିଳିଥାନ୍ତି ଯେଉଁମାନେ ବ୍ୟକ୍ତିଗତ ସଫଳତାଠାରୁ ଊଦ୍ଧ୍ୱର୍କୁ ଉଠି ଜନତାଙ୍କ ମଙ୍ଗଳ ପାଇଁ ନିଜକୁ ସାମିଲ କରାଇ ନିଅନ୍ତି । ଏହିଭଳି ବ୍ୟକ୍ତିତ୍ୱମାନଙ୍କୁ ତମାମ ଶିଳ୍ପରେ ଦେଖିବାକୁ ମିଳିଥାଏ ଏବଂ ଶିଳ୍ପ…