Browsing Tag

main amenities

ନା ଏଠି ଜଳେ ବିଜୁଳି, ନା ଲୋକଙ୍କୁ ମିଳେ ପିଇବା ପାଣି, ଏଠି ସବୁ ମୌଳିକ ସୁବିଧା ଉପରେ ଲାଗିଛି ରୋକ

ରାଜନଗର (କେନ୍ୟୁଜ୍‌) : ଆମକୁ ମଣିଷ ପରି ବଞ୍ଚିବାକୁ ଦିଆଯାଉ । ମୈାଳିକ ସୁବିଧାରୁ ବଞ୍ଚିତ କରାନଯାଉ । ଆମକୁ ଭିଟାମାଟିରୁ ଉଠା ନଯାଉ । ଏଭଳି ନିବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଘରିଆବାସୀ । ତେବେ ଏହା କୈାଣସି ଅନ୍ଧାରୀ ମୂଲକ ନୁହେଁ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ…