Browsing Tag

major accident in english channel

ଇଂଲିଶ ଚ୍ୟାନେଲରେ ବୁଡିଲା ଡଙ୍ଗା, ଫ୍ରାନ୍ସରୁ ବ୍ରିଟେନ ଯାଉଥିବା ୩୧ ଶରଣାର୍ଥୀ ମୃତ

ଇଂଲିଶ ଚ୍ୟାନେଲରେ ବୁଧବାର ଦିନ ଏକ ବଡ଼ ଦୁର୍ଘଟଣା ଘଟିଛି। ଶରଣାର୍ଥୀକୁ ନେଇ ଯାଉଥିବା ଏକ ବୋଟ୍‌ ବୁଡିଯାଇଛି। ଏହି ଘଟଣାରେ ୩୧ ଲୋକ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଏହି ଦୁର୍ଘଟଣା ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଇଂଲିଶ ଚ୍ୟାନେଲକୁ ପାର୍‌ କରିବା ବେଳେ ଘଟିଛି। ଫ୍ରାନ୍ସ ଗୃହ…