ମାତ୍ର ୫୦ ଟଙ୍କାରେ ଏଣିକି ରେଳ ଷ୍ଟେସନରେ ବି ହୋଇପାରିବ ଶରୀରର ୧୬ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା
ଯାତ୍ରୀ ତଥା କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ବହୁଶୀଘ୍ର ଭାରତୀୟ ରେଳବାଇ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଦୀପାବଳି ପୂର୍ବରୁ ଭାରତୀୟ ରେଳବାଇ ନିଜର ୧୨ ଲକ୍ଷରୁ ଅଧିକ କର୍ମଚାରି ଓ ଯାତ୍ରୀ ମାନଙ୍କ ଫିଟନେସ ଯାଞ୍ଚ କରିବା ପାଇଁ ଏକ ନୂତନ ପ୍ରକ୍ରିୟା ଆରମ୍ଭ କରିବାକୁ…