ମାଲକାନଗିରି ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ - ମାଓବାଦୀ ଗୁଳିବିନିମୟ । ପୋଲିସ୍ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ଟପ୍ କ୍ୟାଡର ମାଓବାଦୀ ।
ପୋଲିସ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ…