Browsing Tag

makar sankranti

ମକର ସଂକ୍ରାନ୍ତିରେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ସୁନାବେଶ ଦର୍ଶନ କଲେ ହଜାର ହଜାର ଭକ୍ତ

ଘଟଗାଁ : ମକର ପର୍ବ ପାଇଁ କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ମାଆ ତାରିଣୀଙ୍କ ପୀଠରେ ବେଶ ଧୁମଧାମରେ ପାଳିତ ହୋଇଥାଏ ଏହି ପର୍ବ । ମକର ଅବସରରେ ମାଆ ସୁନା ବେଶରେ ସଜ୍ଜିତ ହୋଇଛନ୍ତି ।  ଆଜି ମାଆଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିବା ପରିଲିକ୍ଷୀତ…

ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବଙ୍କୁ କଲେ ପୂଜାର୍ଚ୍ଚନା

କେନ୍ଦୁଝର: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ବୈତରଣୀରେ ନଦୀରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଡ଼ ପକାଇବା ପରେ ଆନନ୍ଦେଶ୍ୱର ଓ ପରମେଶ୍ବର ମହାଦେବ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ…

ମକର ସଂକ୍ରାନ୍ତିରେ ଖାଆନ୍ତୁ ଏହି ୫ଟି ସୁପରଫୁଡ୍, ମିଳିବ ଅନେକ ରୋଗରୁ ମୁକ୍ତି

ମକର ସଂକ୍ରାନ୍ତିର ପର୍ବ ଭାରତୀୟ ଲୋକଙ୍କର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଦିନଠାରୁ ଶୀତ ଶେଷ ହେବା ସହ ଦିନ ବଡ ହେବା ଆରମ୍ଭ କରେ । ବର୍ଷର ପ୍ରଥମ ଫସଲ ମକର ସଂକ୍ରାନ୍ତିରେ ହିଁ ଅମଳ କରାଯାଏ । ସେଥିପାଇଁ ଏହି ପର୍ବର ଏକ ଭିନ୍ନ ମହତ୍ତ୍ୱ ରହିଛି । ଏହି ଦିନ ଲୋକମାନେ ହେଲ୍ଦି…

ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ପରିବେଶ, ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଭିଡ

ଖୋର୍ଦ୍ଧା : ଆଜି ପବିତ୍ର ମକର ସଂକ୍ରାନ୍ତି । ବେଶ ଚଳଚଞ୍ଚଳ ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରି । ଏଠିକାର ପ୍ରସିଦ୍ଧ ବାବା ହାଟକେଶ୍ୱର ମହାଦେବଙ୍କ ଏହି ମକର ସଂକ୍ରାନ୍ତି ଅବସରରେ ରହିଛି ଅଲୌକିକ ମାହାତ୍ମ୍ୟ । ପ୍ରବାଦ ରହିଛି ଏହି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ଏଠାରେ ମାନସିକ…

ଆଜି ମକର ସଂକ୍ରାନ୍ତି : ବିଭିନ୍ନ ପୀଠରେ ହେବ ମକର ଚାଉଳ ଭୋଗ

ମକର ସଂକ୍ରାନ୍ତି ହେଉଛି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରିଥାନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତର ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି…

କାହିଁକି ୧୪ ତାରିଖରେ ହିଁ ପାଳନ କରାଯାଏ ମକର ସଂକ୍ରାନ୍ତି? ଜାଣନ୍ତୁ ଏହା ପଛର କାରଣ

ଆସନ୍ତାକାଲି ଅର୍ଥାତ୍ ୧୪ ଜାନୁଆରୀରେ ସମଗ୍ର ଦେଶରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହାରି ଭିତରେ ଆପଣ ନିଶ୍ଚୟ ଦେଖିଥିବେ କି ପ୍ରାୟ ଦଶନ୍ଧି ଧରି ମକର ସଂକ୍ରାନ୍ତି ସର୍ବଦା ୧୪ ଜାନୁଆରୀରେ ହିଁ ପାଳନ କରାଯାଏ । ଅବଶ୍ୟ ୨୦୨୪ ମସିହାରେ ଏହା ୧୫ ଜାନୁଆରୀରେ ପାଳନ କରାଯାଇଥିଲା । ଆପଣଙ୍କ…

ମକର ପର୍ବ ପାଳନ ପାଇଁ ଆରମ୍ଭ ହେଲାଣି ବ୍ୟାପକ ପ୍ରସ୍ତୁତି, ବଜାରରେ ଲାଗିଛି ଭିଡ

ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜେଇ ହେଲେଣି ସମସ୍ତେ । ମନରେ ରହିଛି ଆନନ୍ଦ ଓ ଉତ୍ସାହ । ମକର ପର୍ବକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ସେଥିପାଇଁ ଚାଲିଛି ପ୍ରସ୍ତୁତି । ସହରଠୁ ଗାଁ ସବୁଆଡ଼େ ମକରର ମହକ ଦେଖିବାକୁ ମିଳିଲାଣି । ଦୋକାନ ବଜାରରେ ବିଭିନ୍ନ ମକର ସାମଗ୍ରୀ କିଣୁଛନ୍ତି…

ଯୋଗେଶ୍ୱର ପୀଠରେ ଜମୁଛି ମକର ମେଳା, ୪ ଦିନ ଧରି ଚାଲେ ଏହି ଯାତ୍ରା

ମନ ମୋହୁଛି ମକର । ଦଶପଲ୍ଲା ପଶ୍ଚିମା ଅଞ୍ଚଳର ଏକ ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ । ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ ।…

ପ୍ରସିଦ୍ଧ ବାମରା ମକର ମହୋତ୍ସବ, ଦେଖିବାକୁ ମିଳିଛି ହରି ହରଙ୍କ ଅପୂର୍ବ ମକର ମିଳନ

ହରି ହର ମିଳନ ସହ ୮ ଦିନ ଧରି ହେବାକୁ ଥିବା ବାମରା ମକର ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ସମ୍ବଲପୁର ଜିଲ୍ଲା ବାମରା ମକର ମହୋତ୍ସବ ଧୁମଧାମରେ ପାଳିତ ହେଇଯାଇଛି । ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ସ୍ଥିତ ଧବଳେଶ୍ୱର ମନ୍ଦିରରୁ ମହାପ୍ରଭୁ ମହାଦେବ…

କେନ୍ଦୁଝରରେ ଧୂମଧାମରେ ପାଳିତ ହେଲା ଟୁସୁ ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ ଓ କିମ୍ବଦନ୍ତୀ

ପୁଣ୍ୟ ତିଥି ମକର ସଂକ୍ରାନ୍ତିକୁ ଆମ ଦେଶର ବିଭିନ୍ନ ପ୍ରାନ୍ତରରେ ଭିନ୍ନ ଭିନ୍ନ ପର୍ବ ଭାବରେ ପାଳିତ କରାଯାଏ । ସେହିଭଳି କେନ୍ଦୁଝର ଜିଲ୍ଲାର କୁଡୁମୀ ତଥା ମହାନ୍ତ ସଂପ୍ରଦାୟର ନାରୀ ମାନେ ଏହାକୁ ଟୁସୁ ପର୍ବ ଭାବେ ପାଳନ କରିଥାନ୍ତି । ଟୁସୁ କୌଣସି ଠାକୁରାଣୀ ବା ଦେବୀ ନୁହନ୍ତି ସେ ଜଣେ…

ଆଜି ପବିତ୍ର ମକର ସଂକ୍ରାନ୍ତି; ମକରଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି । ସବୁଠି ଉତ୍ସବର ମାହୋଲ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପଘରୁ ଶ୍ରୀମନ୍ଦିର ଲେଉଟିଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ। ସାଙ୍ଗରେ ଆଣିଛନ୍ତି ମକର ଚାଉଳ। ମଧ୍ଯାନ୍ନଧୂପରେ ଲାଗି ହେବ ମକରଚାଉଳ ପ୍ରସାଦ।…

ମକର ପାଇଁ ଚାଲିଥିଲା ବାଣ ବିକ୍ରି, ସାପ୍ତାହିକ ହାଟରେ ଲାଗିଲା ନିଆଁ

ଝାଡ଼ଖଣ୍ଡ: ହାଟରେ ଲାଗିଲା ନିଆଁ । ସାପ୍ତାହିକ ହାଟ ଚାଲିଥିବା ବେଳେ ବାଣ ବଜାରରେ ଲାଗିଲା ନିଆଁ । ମକର ପାଇଁ ବାଣ ବିକ୍ରି ଚାଲିଥିଲା । ତେବେ କେହି ଜଣେ ବାଣ ଫୁଟାଉ ଫୁଟାଉ ନିଆଁ ପୋଡିଯାଇଥିଲା ବାଣ ଦୋକାନ ଉପରେ । ଚାହୁଁ ଚାହୁଁ ଗୋଟିଏ ବାଣ ଦୋକାନରେ ନିଆଁ ଲାଗି ହାଟ ସାରା ମାଡ଼ିଯାଇଥିଲା ।…