Browsing Tag

makar sankranti

ପରମ୍ପରା ବଞ୍ଚାଇବାକୁ ପ୍ରୟାସ: ଗାଁ ଦିଅଁଙ୍କ ମକର ମିଳନ, ସୃଷ୍ଟି କରିଛି ଭକ୍ତିମୟ ପରିବେଶ

ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ଦୋଳ। ଘଣ୍ଟଘଣ୍ଟା ଭେରୀ ତୁରୀରେ ଫାଟି ପଡ଼ୁଛି ପୂରା ପରିବେଶ। ସାରା ଗାଁର ଲୋକେ ଏକାଠି ହୋଇଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ। କୋଭିଡ୍‌ ନିୟମ ମଧ୍ୟରେ ଭକ୍ତମାନେ ନିଜର ଅତି ପ୍ରିୟ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଆଉ ଏହି ବିପତ୍ତି ସମୟରୁ ମୁକ୍ତି ଦେବାକୁ…

ଆଜି ଏହି ସ୍ଥାନରେ ରଖନ୍ତୁ କଉଡ଼ି, ଭାଗ୍ୟ ଚମକାଇ ଦେବେ ମା’ଲକ୍ଷ୍ମୀ ଓ ସୂର୍ଯ୍ୟ ଦେବ

ସୂର୍ଯ୍ୟଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ମକର ସଂକ୍ରାନ୍ତି ବା ଆଜିର ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଉଚିତ। ଏହା ଦ୍ୱାରା ବର୍ଷ ସାରା ଆପଣଙ୍କୁ ପ୍ରତ୍ୟେକ କାମରେ ସଫଳତା ମିଳିବା ସହ କେବେ ବି ଟଙ୍କାପଇସାର ଅଭାବ ହେବ ନାହିଁ।…

ମକର ସଂକ୍ରାନ୍ତିରେ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗି ହେଲା ପୋଡପିଠା ଓ ମକର ଚାଉଳ ଭୋଗ

ଭଦ୍ରକ (କେନ୍ଯୁଜ୍): ପବିତ୍ର ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗି ହୋଇଛି ପୋଡପିଠା ଓ ମକର ଚାଉଳ ଭୋଗ । ଏହାସହ ସେବାୟତଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଆଜି ଭୋରୁ ପହଡ ଖୋଲା ହେବା ପରେ ପ୍ରଥମେ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ରୀତିନୀତି ଅନୁସାରେ…

ଆଜି ପବିତ୍ର ମକର ସଂକ୍ରାନ୍ତିରେ କରନ୍ତୁ ଏହିସବୁ ଜିନିଷ ଦାନ, ମିଳିବ ଅତ୍ୟନ୍ତ ଶୁଭ ଫଳ

ମକର ସଂକ୍ରାନ୍ତି ଦେଶର ସମସ୍ତ ସ୍ଥାନରେ ବଡ ଧୂମଧାମରେ ପାଳନ ହୋଇଥାଏ । ଏହି ପର୍ବ ବିଶେଷ ଭାବରେ ସୂର୍ଯ୍ୟ ଦେବଙ୍କୁ ସମର୍ପିତ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ନାମରେ ଜଣାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରିଥାନ୍ତି ।…

ଆଜି ପବିତ୍ର ମକର ସଂକ୍ରାନ୍ତି , ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି

ପୁରୀ (କେନ୍ୟୁଜ): ଆଜି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର…

ମକର ସଂକ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାମ, ପଡ଼ିବେ ନର୍କରେ

ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୧୪ରେ ପଡ଼ୁଛି ମକର ସଂକ୍ରାନ୍ତି। କାଲି ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍‌ କାମ କରିବାର ପରମ୍ପରା ଆଦିମ…

ମକର ସଂକ୍ରାନ୍ତିରେ ଖେଚୁଡ଼ି ଭୋଗରେ କରନ୍ତୁ ନବଗ୍ରହଙ୍କୁ ଶାନ୍ତ, ନିଜେ ଖାଇବା ସହ ଅନ୍ୟମାନଙ୍କୁ ବାଣ୍ଟନ୍ତୁ

ଆସନ୍ତା କାଲି ମକର ସଂକ୍ରାନ୍ତି । ହିନ୍ଦୁ ମାନଙ୍କ ବଡ଼ ପର୍ବ ମଧ୍ୟରୁ ଏକ । ଏହିଦିନ ଆମ ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ମକର ଚାଉଳ । ଏହାସହ ରାଶି ଗୁଡ଼ରେ ତିଆରି ମିଠା ଲଡ଼ୁ । ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଏସବୁକୁ ପୂଜା କରାଯାଏ । ଦ୍ୱିପ୍ରହର ସମୟରେ ତିଆରି ହୁଏ ଖେଚୁଡ଼ି ।…

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର(କେନ୍ଯୁଜ୍): ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ, ଘାଟ ଓ ପୋଖରୀ ନିକଟରେ ଗହଳି ମନା । ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସବୁ ଧାର୍ମିକ ସ୍ଥାନ ବା ପୀଠ ଶ୍ରଦ୍ଧାଳୁଙ୍କ…

ଯୋଗ ପରେ ଏବେ ପୂରା ବିଶ୍ୱ କରିବ ସୂର୍ଯ୍ୟ ନମସ୍କାର, ମକର ସଂକ୍ରାନ୍ତିରେ ଏକାଠି ୭୫ ଲକ୍ଷ ଲୋକ କରିବେ ସୂର୍ଯ୍ୟଙ୍କୁ…

ଯୋଗ ଶରୀରକୁ ରଖେ ନିରୋଗ। ଏହି କଥା ପ୍ରାୟତଃ ସମସ୍ତେ ଶୁଣିଥିବେ। ଖାସ୍‌ ଏହି କାରଣରୁ ସାରା ଦୁନିଆ ଆଜି ଯୋଗକୁ ଆପଣାଇଛି। ଏଥିପାଇଁ ସାରା ବିଶ୍ୱରେ ଜୁନ୍‌ ୨୧ରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ତେବେ ଯୋଗ ଦିବସ ପରେ ଏବେ ସାରା ବିଶ୍ୱ ପୁଣିଥରେ ଯୋଗ କରିବାକୁ ଯାଉଛି। ଜାନୁଆରୀ…

ମକର ସଂକ୍ରାନ୍ତିଠାରୁ ଏହି ରାଶିର ବ୍ୟକ୍ତିଙ୍କର ଖୋଲିଯିବ ଭାଗ୍ୟ, ମିଳିବ ସରକାରୀ ଚାକିରି

୧୪ ଜାନୁଆରୀ ଦିନ ପଡ଼ୁଛି ମକର ସଂକ୍ରାନ୍ତି। ଏହି ଦିନ ସୂର୍ଯ୍ୟଙ୍କର ପ୍ରଥମ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ଦିନ ସୂର୍ଯ୍ୟ ଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ଜ୍ୟୋତିଷଙ୍କ ମୁତାବକ, ସୂର୍ଯ୍ୟଙ୍କର ଏହି ପରିବର୍ତ୍ତନ କେତେକ ରାଶି ପାଇଁ ବହୁତ ଶୁଭ ହେବାକୁ…

ବହୁତ ଖାସ୍ ହେବ ୧୪ ଜାନୁଆରୀ! ରାତି ୮ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ ରହୁଛି ରୋହିଣୀ ନକ୍ଷତ୍ରର ବିଶେଷ ସଂଯୋଗ, ଆରମ୍ଭ…

ନୂଆ ବର୍ଷ ୨୦୨୨ର ପ୍ରଥମ ପର୍ବ ହେଉଛି ମକର ସଂକ୍ରାନ୍ତି। ଏହା ୧୪ ଜାନୁଆରୀରେ ପାଳନ କରାଯିବ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଭଗବାନ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ। ଏହା ଉତ୍ତରାୟଣ ନାମରେ ମଧ୍ୟ ଜଣା…

ଏଥର ମକର ସଂକ୍ରାନ୍ତିରେ ରହିଛି ବିଶେଷ ସଂଯୋଗ, ଜାଣନ୍ତୁ ଏହାର ପ୍ରଭାବ

ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ଦ୍ୱାରା ମକର ସଂକ୍ରାନ୍ତିର ପର୍ବ ପାଳନ କରାଯାଏ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିର ବିଶେଷ ମହତ୍ତ୍ୱ ରହିଛି। ଏହି ବର୍ଷ ମକର ସଂକ୍ରାନ୍ତିର ପର୍ବ ୧୪ ଜାନୁଆରୀକୁ ପାଳନ କରାଯିବ। ଜ୍ୟୋତିଷ ଅନୁଯାୟୀ ମକର ସଂକ୍ରାନ୍ତି ପର୍ବରେ ଏହି ବର୍ଷ ବହୁତ ଖାସ୍‌…