Browsing Tag

Make in odisha conclave

ରାଜ୍ୟରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି

ଭୁବନେଶ୍ବର:  ଭୁବନେଶ୍ବର ଜନତା ମୈଦାନରେ ଉଦଘାଟିତ ହେଲା ଉତ୍କର୍ଷ ଓଡିଶା ୨୦୨୫ ।  ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ,…

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ମୋଦିଙ୍କ ସମ୍ବୋଧନ, କହିଲେ ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।  ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ମୁଁ…

‘ଉତ୍କର୍ଷ ଓଡ଼ିଶା’ ସମ୍ମେଳନ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ , ଆଜି ୨ ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡ଼ି…

ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନ ଜନତା ମଇଦାନରେ ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୦: ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଜନତା ମୈଦାନରେ ଆୟୋଜିତ ହୋଇଥିବା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ ।…

୨୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ । ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ ଥର ଓଡିଶା ଗସ୍ତ । ପ୍ରଥମେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ପରେ ସୁଭଦ୍ରା…

ମେକ୍‌୍‌ଇନ୍ ଓଡ଼ିଶାର ସଫଳତା : ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର : ଓଡ଼ିଶାରେ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିକାଶ ପାଇଁ ରହିଛି ବିପୁଳ ସମ୍ଭାବନା। ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏଥିପାଇଁ ୧୨୫୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏହା ଫଳରେ ଓଡ଼ିଶାରେ ବାୟୋଟେକ୍ନାଲୋଜି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ତ୍ୱରାନ୍ୱିତ ହୋଇ ପାରିବ। ଆଗାମୀ…

ଶିଲ୍ପ ସମୃଦ୍ଧ ପାଇଁ ଓଡିଶା ଦେଖିଲା ସ୍ବପ୍ନ, ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ନିବେଶକ

କେନ୍ୟୁଜ୍(ବ୍ୟୁରୋ):ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରୁ ମିଳିଛି ବଡ଼ ସଫଳତା । ମୋଟ୍‌ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ଆସିଛି । ଏହାଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାଢ଼େ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ମୋଟ୍‌ ୭୪୧ ନିବେଶ…

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, କହିଲେ ମହିଳାଙ୍କୁ ମଜବୁତ କରିବା ଆମର ଲକ୍ଷ୍ୟ

ଭୁବନେଶ୍ୱର(କେନ୍ୟୁଜ୍):ମହିଳାଙ୍କୁ ମଜଭୂତ କରିବା ଆମର ଲକ୍ଷ୍ୟ। ରାଜ୍ୟରେ ୬ ଲକ୍ଷ SHG କାମ କରୁଛନ୍ତି । ବିନା ସୁଧରେ SHGଙ୍କୁ ୫ଲକ୍ଷ ଟଙ୍କା ଋଣ ଦେବାକୁ ଘୋଷଣା କରିଛୁ । ଏହାଦ୍ୱାରା ଓଡ଼ିଶାର ମାଆ ମାନେ ଉପକୃତ ହେଉଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତି ମାଆ ମାନଙ୍କୁ…

ଆଜି ମେକ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ଦିନ: ସ୍କିଲ୍‌ଡ ଓଡ଼ିଶା, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ ଆଦି…

ଭୁବନେଶ୍ୱର (କେନ୍ୟୁଜ): ମେକ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ପୁଞ୍ଜି ବର୍ଷା । ଆଜି ତୃତୀୟ ଦିନରେ ବିଭିନ୍ନ ସେକ୍ଟର ଉପରେ ହେବ ଆଲୋଚନା । ସ୍କିଲ୍‌ଡ ଓଡ଼ିଶା, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଅକ୍ଷୟ ଶକ୍ତି, ଓଡିଶାରେ ଖଣି ଆଦି ପ୍ରସଙ୍ଗରେ କାର୍ଯ୍ୟକ୍ରମ ରହିଛି । କନ୍‌କ୍ଲେଭ୍‌ର…

ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ: ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଉପରେ ହେବ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍): ଶିଳ୍ପ ମହାକୁମ୍ଭ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ । ଆଜି ସ୍ୱତନ୍ତ୍ର ଅଧିବେଶନରେ ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଆଦି ଉପରେ ଆଲୋଚନା କରାଯିବ । ଦେଶ ବିଦେଶରୁ ଆସିଥିବା ଶିଳ୍ପମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ…

ଶିଳ୍ପାୟନର ସ୍ବପ୍ନ ଦେଖାଇବେ ୧୦୦ରୁ ଅଧିକ ଶିଳ୍ପପତି, ପାଖାପାଖି ୬ ଲକ୍ଷ କୋଟିର ନିବେଶ କରିବେ ବୋଲି ଆଶା

ଭୁବନେଶ୍ବର(କେନ୍ୟୁଜ୍):ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଆଉ କିଛି ସମୟ ପରେ ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ଯାଏ ଚାଲିବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଏଥିପାଇଁ ଭୁବନେଶ୍ୱର ଜନତା…

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ…

କାଲିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସଂସ୍କରଣ। ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି…