Browsing Tag

Make in odisha conclave

ସଫଳ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍ , ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୃଷ୍ଟି

ଭୁବନେଶ୍ବର : ସଫଳ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ମୋଟ୍‌ ୪ ଲକ୍ଷ ୧୫ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ୧୫ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ରହିଛି । ଏହାଦ୍ୱାରା ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି…

ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ : ସନ୍ଧ୍ୟା ସାଢ଼େ ୬ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ୫ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ସାଢ଼େ ୬ଟାରେ ଉଦଘାଟନ କରିବେ । ଏଥିପାଇଁ ଭୁବନେଶ୍ୱର ଜନତା ମୈଦାନରେ ସରିଛି ସମସ୍ତ ପ୍ରସ୍ତୁତି । ଏହି ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହେବ ।…

ଆସନ୍ତାକାଲିଠାରୁ ଆରମ୍ଭ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ, ଶେଷ ପର୍ଯ୍ଯାୟରେ ପ୍ରସ୍ତୁତି

ଭୁବନେଶ୍ବର(କେନ୍ଯୁଜ୍) : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ। ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ଯାୟରେ। ଏଥରର ଯାତ୍ରା, ପ୍ରଥମ ସଂସ୍କରଣଠାରୁ ଅଧିକ ରୋମାଞ୍ଚକର ଥିଲା। ୨୦୧୬ରେ ପ୍ରଥମ ସଂସ୍କରଣ ସଫଳ ଥିଲା। ଦେଢ଼ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହେଲା। ତେଣୁ…

ମେକ୍‌ ଇନ୍‌ ଓଡିଶା ପାଇଁ କାଉଣ୍ଟଡାଉନ ଆରମ୍ଭ, ଫୋକସରେ ବିଦେଶୀ ପୁଞ୍ଜିନିବେଶ

ଭୁବନେଶ୍ବର : ମେକ୍‌ ଇନ୍‌ ଓଡିଶା ପାଇଁ କାଉଣ୍ଟଡାଉନ ଆରମ୍ଭ । ଏଥର ଫୋକସରେ ବିଦେଶୀ ପୁଞ୍ଜିନିବେଶ । ଆସନ୍ତା ୧୨ ତାରିଖରେ ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ଜାପାନ ଭିତ୍ତିକ କମ୍ପାନୀ ପାଇଁ ରଖାଯାଇଛି ଏକ ଅଧିବେଶନ । ଏଥିରେ ଜାପାନିଜ୍‌ କମ୍ପାନୀକୁ ଓଡ଼ିଶାର ମାନ୍ୟୁଫାକଚରିଂ କ୍ଷେତ୍ରରେ…

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବହୁ ଶିଳ୍ପପତି ଆଗ୍ରହୀ : ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ଚେନ୍ନାଇ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବହୁ ଶିଳ୍ପପତି ଆଗ୍ରହୀ । ଗତକାଲି ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍‌ରେ  ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ସମ୍ଭାବନା…

ମେକ୍ ଇନ ଓଡ଼ିଶା କନକ୍ଳେଭ – ୨୦୧୮ର କଣ୍ଟ୍ରି ପାର୍ଟନର ହେବ ଜାପାନ

ଭୁବନେଶ୍ବର (କେନ୍ୟୁଜ୍) : ମେକ୍ ଇନ ଓଡ଼ିଶା କନକ୍ଳେଭ - ୨୦୧୮ର କଣ୍ଟ୍ରି ପାର୍ଟନର ହେବ ଜାପାନ । ବ୍ୟାଙ୍କିଂ ପାର୍ଟନର ହେବ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ରାଜ୍ୟ ସଚିବାଳୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଓଡ଼ିଶା ପୂର୍ବ…

ପୂର୍ବ ଭାରତର ମାନୁଫ୍ୟାକ୍ଚରିଂ ହବ୍ ହେବାକୁ ଯାଉଛି ଓଡ଼ିଶା

ପୂର୍ବ ଭାରତରେ ମାନୁଫ୍ୟାକ୍ଚରିଂ ହବ୍ ହେବାକୁ ଯାଉଛି ଓଡ଼ିଶା । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ନୀତି ପ୍ରଣୟନ ସହ ଅନୁକୂଳ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି । ସାଉଥ୍ ଏସିଆରେ ଓଡ଼ିଶାକୁ ମାନୁଫ୍ୟାକଚରିଂ ହବରେ ପରିଣତ କରିବାକୁ ଲକ୍ଷ୍ୟ…

ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ’

ଆଜି ମୁମ୍ବାଇରେ ବିଭିନ୍ନ କଂପାନୀର ମୁଖ୍ୟ ଓ ଶିଳ୍ପପତିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁମ୍ବାଇରେ ହେବ ମେକ୍ ଇନ୍ ଓଡ଼ିଶାର ରୋଡ୍ ଶୋ'। ଏଥିରେ ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନବୀନ…

ମୁମ୍ବାଇ ଗସ୍ତରେ ନବୀନ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ଲାଗି ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦ୍ୟୋଗପତିଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ : ଆସନ୍ତା ୮ ତାରିଖରେ ମୁମ୍ବାଇ ଯିବେ…

ଭୁବନେଶ୍ବର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୮ ତାରିଖରେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ।  ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା…

ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ ସଂସ୍କରଣର ପାର୍ଟନର ହେବ FICCI

ଭୁବନେଶ୍ବର : CII ଏକ୍‌ଜିଟ୍‌। FICCI ଇନ୍‌। ମେକ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣର ନୂଆ ପାର୍ଟନର, ଫିକି। ସିଆଇଆଇ ଓହରିବା ପରେ ଫିକି ଇଣ୍ଡିଆ ନେବ ତାର ସ୍ଥାନ। ଫିକି ସହ ସରକାର ଆଲୋଚନା କରି ଏହି ନିଷ୍ପତି ନେଇଛନ୍ତି। ରାଜ୍ୟ ଭିତରେ ଓ ବାହାରେ ଯେତେ ସବୁ ପୁଞ୍ଜି ନିବେଶ ସଂପର୍କିତ…