Browsing Tag

make in odisha

ମେକ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,ସମ୍ମିଳନୀର ମୁଖ୍ୟ ଆକର୍ଷଣ ମୁକେଶ ଅମ୍ବାନୀ

ଭୁବନେଶ୍ୱର : ମେକ୍ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ପାଇଁ ସଜେଇ ହେଉଛି ଭୁବନେଶ୍ୱର ଜନତା ମଇଦାନ । ଏବେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଆଦି ନାଁରେ ତିଆରି ଚାଲିଛି ୬ଟି ବଡ଼ ହଲ୍‌ । ଏଥର ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିବେ…

ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ କାର୍ଯ୍ଯକ୍ରମ

ଚେନ୍ନାଇ(କେନ୍ଯୁଜ୍) : ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । କାର୍ଯ୍ଯକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଂ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ…

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ରୋଡ୍‌ ସୋ ପାଇଁ ଆଜି ଚେନ୍ନାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଏଥିପାଇଁ ଆଜି ଚେନ୍ନାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଙ୍ଗ୍ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍‌ ଇନ୍‌…

ଆସନ୍ତା ୨୬ରେ ଚେନ୍ନାଇରେ ହେବ ମେକ୍ ଇନ୍ ଓଡ଼ିଶା ରୋଡ଼୍ ସୋ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ୨୬ରେ ଚେନ୍ନାଇରେ ହେବ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ରୋଡ୍‌ ସୋ' । ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମେକ ଇନ୍‌ ଓଡ଼ିଶା ପାଇଁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ପ୍ରତ୍ୟେକ ବିଭାଗ ନିଜ…

ଦିଲ୍ଲୀରେ ମେକ୍‌ ଇନ୍‌ ଓଡ଼ିଶା ପାଇଁ ରୋଡ ସୋ : ବହୁ ଶିଳ୍ପପତି ଓ ଷ୍ଟାର୍ଟଅପ୍‌ କଂପାନୀ ସାମିଲ

ଓଡ଼ିଶା ଖଣିଜ ସମ୍ପଦରେ ଭରପୁର ରହିଛି । ଭାରତର ଆଲୁମିନିୟମ୍ କ୍ୟାପିଟାଲ ହେଉଛି ଓଡ଼ିଶା । ଦେଶର ୫୪ ପ୍ରତିଶତ ଆଲୁମିନିୟମ ଓଡ଼ିଶାରେ ଉତ୍ପାଦନ ହେଉଛି । ଷ୍ଟିଲ ହବ୍ ଭାବେ ମଧ୍ୟ ଓଡ଼ିଶା ପରିଗଣିତ । ଦିଲ୍ଲୀରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କାଲି ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ ସୋ : ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆହ୍ଵାନ କରିବେ । ଦିଲ୍ଲୀ ମୌର୍ଯ୍ୟ ସେରେଟନ୍ ହୋଟେଲରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋରେ ଯୋଗଦେବେ

ଭୁବନେଶ୍ବର (କେନ୍ୟୁଜ୍) : ଦେଶର ରାଜଧାନୀ ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦିଲ୍ଲୀ ମୌର‌୍ୟ୍ୟ ସେରେଟନ୍ ହୋଟେଲରେ ମେନ୍ ଇନ୍ ଓଡ଼ିଶା ରୋଡ୍ ସୋରେ ଯୋଗ ଦେବାର…

ଜାପାନରେ ହେଲା ମେକ୍ ଇନ୍ ଓଡ଼ିଶା ରୋଡ଼ ସୋ

ଭୁବନେଶ୍ବର(କେନ୍ଯୁଜ୍) : ଜାପାନରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ । ଫିକି ପକ୍ଷରୁ ଆୟୋଜିତ ଏହି ରୋଡ୍ ସୋରେ ବିଭିନ୍ନ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ ଆଲୋଚନା କରାଯାଇଛି । ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ସମ୍ପର୍କରେ ଅବଗତ କରାଇଛନ୍ତି ସରକାର । ଏହି ଅବସରରେ ଜାପାନରେ ଅବସ୍ଥାପିତ…

ମେକ ଇନ ଓଡିଶା : ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଲେ ନବୀନ

ଓଡ଼ିଶା ସରକାର ନିବେଶକଙ୍କୁ ଦେବେ ସବୁ ପ୍ରକାର ସାହାଯ୍ୟ। ଯାହା ଆଉ କେଉଁଠୁ ମିଳିବନି। ଭୁବନେଶ୍ୱରରେ ୱାର୍ଲଡ ସ୍କିଲ୍‌ ସେଣ୍ଟର ଖୋଲିଛି । ଖୁବ ଶୀଘ୍ର ଷ୍ଟାର୍ଟ ଅଫ୍‌ ଓଡ଼ିଶା ଅଭିଯାନ ଆରମ୍ଭ ହେବ । ବିଶ୍ୱର ୫୦ ଟପ୍‌ ସ୍ମାର୍ଟ ସିଟି ମଧ୍ୟରୁ ଭୁବନେଶ୍ୱର ଗୋଟିଏ । ମୁମ୍ବାଇ ଇନ୍‌ଭେଷ୍ଟର୍ସ…

ପୁଞ୍ଜି ନିବେଶ ପ୍ରୟାସ : ମୁମ୍ବାଇରେ ରୋଡ଼୍ ସୋ କରିବେ ନବୀନ

ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ରୋଡ଼୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ସହ ମୁମ୍ବାଇ ଯିବେ । ଆସନ୍ତା ୮ ତାରିଖରେ ସେଠାରେ ବିଭିନ୍ନ ଇଣ୍ଡଷ୍ଟ୍ରୀ କ୍ୟାପଟେନଙ୍କ ସହ କଥା…