Browsing Tag

makeup artist

ଏହି ମହିଳାଙ୍କ ମେକଅପ ଦେଖି ଲୋକ ବି ହୋଇଯା’ନ୍ତି କନଫ୍ୟୁଜ, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେଲା ଭଳି କିଛି ମେକଅପ

ସାଧାରଣତଃ ମେକଅପର ବ୍ୟବହାର ସୁନ୍ଦରତା ବଢ଼ାଇ ଥାଏ । କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ ଏପରି ମେକଅପ କରନ୍ତି ଯେ ଦେଖିବା ଲୋକ ଆଶ୍ଚର୍ଯ୍ୟ ହୋଇ ଅନାଇଥାନ୍ତି ।  ଏହି ମେକଅପ ଆର୍ଟିଷ୍ଟଙ୍କ ନାମ ହେଉଛି ମିନି ଚୋଇ । ଯାହାଙ୍କୁ ଇନଷ୍ଟାଗ୍ରାମରେ ପ୍ରାୟ 10 ଲକ୍ଷ ଫଲୋ କରନ୍ତି । ତେବେ ଆଜି ଆମେ…