Browsing Tag

malaika arora

ଭାଙ୍ଗିଗଲା ବଲିଉଡର ସୁପରହିଟ ଯୋଡି, ଅର୍ଜୁନ ଓ ମଲାଇକାଙ୍କର ହେଲା ବ୍ରେକଅପ

ମଲାଇକା ଅରୋଡା ଏବଂ ଅର୍ଜୁନ କପୁର ଦିନେ ବଲିଉଡର ସବୁଠାରୁ ଅଧିକ ପରିଚିତ ଦମ୍ପତି ଥିଲେ ।  ଏହି ଦମ୍ପତି ଯେତେବେଳେ ରିଲେସନସିପରେ ରହିଥିଲେ ସେହି ସମୟରେ ଏମାନଙ୍କ ମଧ୍ୟରେ ରହିଥିବା ବୟସ ବ୍ୟବଧାନକୁ ନେଇ ବହୁତ ଜଣ ସେମାନଙ୍କୁ ଟ୍ରୋଲିଙ୍ଗ କରିଥିଲେ ।  ଏହାରି ଭିତରେ ମଲାଇକା ଅରୋଡା ଏବଂ…

ଛାତରୁ ଖସିପଡିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା, ପୋଲିସ କରୁଛି ଯାଞ୍ଚ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୁଃଖଦ ଖବର । ଛାତରୁ ଖସିପଡିଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନୀଲ ଅରୋରା । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ୬ ମହଲାରୁ ଖସି ପଡିଥିବା ଜଣାପଡିଛି । ଘଟଣା ସକାଳ ୯ରେ ଘଟିଥିବା କୁହାଯାଉଛି । ଖବର ଶୁଣିବା ପରେ ମଲାଇକା ପୁଣେରୁ ମୁମ୍ବାଇ ପାଇଁ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ମଲାଇକା ଅରୋରା ! ଜାଣନ୍ତୁ ପୂରା ଖବର

ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ଅରବାଜ ଖାନ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି । ସେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରିଛନ୍ତି । ଅରବାଜଙ୍କ ବିବାହ ପରେ ଏବେ ଲାଗୁଛି ଯେ ତାଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରା ମଧ୍ୟ ବିବାହା କରିପାରନ୍ତି ।…

ବୋଲ୍ଡ ଟ୍ରାନ୍ସପରେଣ୍ଟ୍‌ ଡ୍ରେସ୍‌ ପିନ୍ଧି ଇଭେଣ୍ଟ୍‌ରେ ପହଞ୍ଚିଲେ ମଲାଇକା ଅରୋରା, ଉର୍ଫିଙ୍କ ସହ ତୁଳନା କଲେ ୟୁଜର

ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ନିଜର ବୋଲ୍ଡ ଫ୍ୟାଶନ୍ କାରଣରୁ ସୋସିଆଲ୍ ମିଡିଆରେ ଛାଇ ରୁହନ୍ତି। ଅନେକ ଥର ମଲାଇକା ତାଙ୍କ ସୁନ୍ଦର ଆଉଟ୍‌ଫିଟ ପାଇଁ ପ୍ରଶଂସିତ ହୋଇଛନ୍ତି। କିନ୍ତୁ ବେଳେବେଳେ ତାଙ୍କ ପୋଷାକ ଏତେ ବୋଲ୍ଡ ଥାଏ ଯେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଦିଅନ୍ତି। ଏଥର ମଧ୍ୟ…

ଭିନ୍ନ ଅନ୍ଦାଜରେ ଦେଖାଗଲେ କରୀନା ଓ ମଲାଇକା, କଫ୍‌ତାନ ଡ୍ରେସ ଟ୍ରେଣ୍ଡକୁ ପୁଣି ଫେରାଇ ଆଣିଲେ ଦୁହେଁ

ବଲିଉଡର କଳାକାରମାନେ ସର୍ବଦା ନିଜର ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡିଜାଇନର ଡ୍ରେସ ଦେଖି ଫ୍ୟାନ୍ସମାନେ ମଧ୍ୟ ଆକର୍ଷିତ ହୋଇଥାନ୍ତି । ତେବେ ନିକଟରେ କରୀନା କପୁର ଖାନ ଓ ମଲାଇକା ଅରୋରାଙ୍କୁ ଏକ ଭିନ୍ନ ଡିଜାଇନ୍‌ର ପୋଷାକରେ ଦେଖିବାକୁ ମିଳିଥିଲା ଯାହା ବର୍ତ୍ତମାନ…

ମଲାଇକା ଅରୋରାଙ୍କ ୩ଲକ୍ଷ ଟଙ୍କାର ଡ୍ରେସକୁ ୫୦୦ ଟଙ୍କିଆ ରେନକୋର୍ଟ ସହ ତୁଳନା କଲେ ଲୋକେ

ମୁମ୍ବାଇ: ବଲିଉଡର ଆଇଟମ କୁଇନ ଭାବେ ବେଶ ଜଣାଶୁଣା ମଲାଇକା ଅରୋରା । ସୁନ୍ଦରୀ ଏବଂ ସୁପରଫିଟ୍‌ ଅଭିନେତ୍ରୀ ଜଣକ କୌଣସି ନା କୌଣସି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫଟୋ ଏବଂ ଭିଡିଓ ଜବରଦସ୍ତ ଭାବେ ଭାଇରଲ ହୋଇଥାଏ। କେବଳ ପ୍ରଫେସନାଲ ଲାଇଫ…

ମୁଁ କେବେ ବି ଖାନ୍‌ ପରିବାର ପାଇଁ ନଂ ୧ ବୋହୂ ନଥିଲି : ମଲାଇକା ଆରୋରା

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବେ ‘ମୁଭିଂ ଇନ୍ ଉଇଥ୍ ମଲାଇକା’ ଶୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଶୋ’ରେ ମଲାଇକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିବାରେ ଲାଗିଛନ୍ତି। ମଲାଇକାଙ୍କୁ କେବଳ ଅଭିନୟ ଓ ନୃତ୍ୟ ବ୍ୟତୀତ କମେଡି କରିବା ବି ଖୁବ୍ ପସନ୍ଦ ବୋଲି…

ଲେଡି ଲଭ୍‌ ମଲାଇକାଙ୍କ ପ୍ରେଗ୍‌ନାନ୍ସି ଖବରକୁ ନେଇ ରାଗିଗଲେ ଅର୍ଜୁନ କପୁର, କହିଲେ, ‘ଆମ ବ୍ୟକ୍ତିଗତ ଜୀବନ ସହିତ…

ଅନେକ େଓ୍ଵବ୍‌ସାଇଟରେ କିଛି ଦିନ ହେବ ଖବର ଆସୁଛି କି, ମଲାଇକା ଅରୋରା ଓ ଅର୍ଜୁନ କପୁର ଖୁବ୍‌ ଜଲ୍‌ଦି ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରି ପାରନ୍ତି। ଏହି ଖବର ନିଅାଁ ଭଳି ବ୍ୟାପି ଚାଲିଛି। କିନ୍ତୁ ଏବେ ଅର୍ଜୁନ କପୁର ଏହାକୁ ନେଇ ଏକଦମ୍‌ ରାଗି ଯାଇଛନ୍ତି ଏବଂ କ୍ରୋଧରେ ଏଭଳି ଖବର ଉପରେ…

ଅରବାଜ ଏବଂ ମଲାଇକାଙ୍କ ପୁଅ ଅରହାନ କରିବେ ବଲିଉଡ ଡେବ୍ୟୁ, ପୂର୍ବରୁ କରିସାରିଛନ୍ତି ଆସିଷ୍ଟାଣ୍ଟ ନିର୍ଦ୍ଦେଶକ କାମ

ବଲିଉଡରେ ଏଣ୍ଟ୍ରି କରିବେ ପୁଣି ଜଣେ ଷ୍ଟାର କିଡ୍‌ । ଅରବାଜ ଖାନ ଏବଂ ମଲାଇକାଙ୍କ ପୁଅ ଅରହାନ ଖୁବଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଲାଇମଲାଇଟରୁ ସବୁବେଳେ ଦୂରରେ ରହୁଥିବା ଅରହାନ ଏବେ ସମସ୍ତଙ୍କ ସାମ୍ନାକୁ ଆସିବାକୁ ମନ ବଳାଇଲେଣି। ସୁହାନା ଖାନ, ଖୁସି କପୁର,…

ଅର୍ଜୁନ କପୁରଙ୍କ ସହ ନିର୍ବନ୍ଧ କରିନେଲେ କି ମଲାଇକା ଅରୋରା! ଭିଡିଓ ପୋଷ୍ଟ କରି ବଡ଼ ହୀରା ମୁଦି ଦେଖାଇଲେ ଅଭିନେତ୍ରୀ

ଅରବାଜ ଖାନଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ମଲାଇକା ଅରୋରା ନିଜଠୁ ୧୨ ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ପ୍ରଥମେ ଦୁହେଁ ଲୁଚାଛପାରେ ଡେଟ କରୁଥିଲେ, ହେଲେ ଏବେ ସେମାନେ ନିଜ ରିଲେସନଶିପ୍‌କୁ ନେଇ ବହୁତ ଓପନ୍‌ ଅଛନ୍ତି ଏବଂ ପବ୍ଲିକ୍‌ରେ ମଧ୍ୟ ଏକାଠି ନଜର…

୧୨ ବର୍ଷ ବଡ଼ ମଲାଇକା ଅରୋରାଙ୍କୁ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଅର୍ଜୁନ କପୁର! ଏହାର ଅସଲ କାରଣ ନିଜେ କହିଲେ…

ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଅର୍ଜୁନଙ୍କ କହିବା ହେଲା, ବର୍ତ୍ତମାନ ସେ ମଲାଇକାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କଥା ନିଜେ ଅର୍ଜୁନ ନିକଟରେ ‘କଫି ଓ୍ଵିଥ୍‌ କରନ୍‌’ରେ ଖୁଲାସା କରିଛନ୍ତି।…

ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ମୋଷ୍ଟ ଷ୍ଟାଇଲିସ୍‌ କପଲ ଆଓ୍ଵାର୍ଡ

ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡ ୨୦୨୨। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏଚ୍‌ଡି ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡସ୍‌ ୨୦୨୨ରେ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ସମ୍ମାନିତ କରାଯାଇଛି। ଏହି ବିଜୟ ପରେ କପଲ ଷ୍ଟେଜ୍‌କୁ ଆସି…