Browsing Tag

Malaika Arora and arjun kapoor

ଅର୍ଜୁନ କପୁରଙ୍କ ସହ ନିର୍ବନ୍ଧ କରିନେଲେ କି ମଲାଇକା ଅରୋରା! ଭିଡିଓ ପୋଷ୍ଟ କରି ବଡ଼ ହୀରା ମୁଦି ଦେଖାଇଲେ ଅଭିନେତ୍ରୀ

ଅରବାଜ ଖାନଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ମଲାଇକା ଅରୋରା ନିଜଠୁ ୧୨ ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ପ୍ରଥମେ ଦୁହେଁ ଲୁଚାଛପାରେ ଡେଟ କରୁଥିଲେ, ହେଲେ ଏବେ ସେମାନେ ନିଜ ରିଲେସନଶିପ୍‌କୁ ନେଇ ବହୁତ ଓପନ୍‌ ଅଛନ୍ତି ଏବଂ ପବ୍ଲିକ୍‌ରେ ମଧ୍ୟ ଏକାଠି ନଜର…

୧୨ ବର୍ଷ ବଡ଼ ମଲାଇକା ଅରୋରାଙ୍କୁ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଅର୍ଜୁନ କପୁର! ଏହାର ଅସଲ କାରଣ ନିଜେ କହିଲେ…

ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଅର୍ଜୁନଙ୍କ କହିବା ହେଲା, ବର୍ତ୍ତମାନ ସେ ମଲାଇକାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କଥା ନିଜେ ଅର୍ଜୁନ ନିକଟରେ ‘କଫି ଓ୍ଵିଥ୍‌ କରନ୍‌’ରେ ଖୁଲାସା କରିଛନ୍ତି।…

ମଲାଇକା ଅରୋରାଙ୍କଠୁ ଦୂରେଇ ଗଲେ ଅର୍ଜୁନ କପୁର! ୪ କୋଟି କ୍ଷତିରେ ବିକି ଦେଲେ ବିଳାସପୂର୍ଣ୍ଣ ଘର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବେ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ‘ଏକ ଭିଲେନ୍‌ ୨’ର ପ୍ରମୋସନରେ ବ୍ୟସ୍ତ ଅର୍ଜୁନ କପୁର ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ନିଜ ସମ୍ପର୍କକୁ ନେଇ ଲାଇମ୍‌ଲାଇଟରେ ରହିଛନ୍ତି। ଏହାରି ଭିତରେ ଅର୍ଜୁନ ନିଜର ଏକ…

ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ମୋଷ୍ଟ ଷ୍ଟାଇଲିସ୍‌ କପଲ ଆଓ୍ଵାର୍ଡ

ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କୁ ମିଳିଲା ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡ ୨୦୨୨। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏଚ୍‌ଡି ଇଣ୍ଡିଆଜ୍‌ ମୋଷ୍ଟ ଷ୍ଟାଇଲିସ୍‌ ଆଓ୍ଵାର୍ଡସ୍‌ ୨୦୨୨ରେ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ସମ୍ମାନିତ କରାଯାଇଛି। ଏହି ବିଜୟ ପରେ କପଲ ଷ୍ଟେଜ୍‌କୁ ଆସି…

ଫିଲ୍ମ ଠାରୁ ଆଇଟମ୍‌ ଡ୍ୟାନ୍ସ ପାଇଁ ଅଧିକ ଚାର୍ଜ କରନ୍ତି ମଲାଇକା, ଜାଣନ୍ତୁ ଆଇଟମ୍‌ ନମ୍ବର ପାଇଁ କେତେ ଚାର୍ଜ କରନ୍ତି

ବଲିଉଡର ଆଇଟମ କୁଇନ ଭାବେ ବେଶ ଜଣାଶୁଣା ମଲାଇକା ଅରୋରା। ସୁନ୍ଦରୀ ଏବଂ ସୁପରଫିଟ୍‌ ଅଭିନେତ୍ରୀ ଜଣକ କୌଣସି ନା କୌଣସି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଫଟୋ ଏବଂ ଭିଡିଓ ଜବରଦସ୍ତ ଭାବେ ଭାଇରଲ ହୋଇଥାଏ। କେବଳ ପ୍ରଫେସନାଲ ଲାଇଫ ନୁହେଁ ମଲାଇକା…

ବହୁତ ଜଲ୍‌ଦି ବିବାହ କରିବେ ମଲାଇକା ଅରୋରା ଓ ଅର୍ଜୁନ କପୁର; ଏହି ଦିନ ବାଜିବ ଶାହାନାଇ

କ୍ୟାଟ୍ରିନା କୈଫ୍‌-ଭିକ୍କି କୌଶଲ ଏବଂ ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ପରେ ଏବେ ବଲିଉଡ୍‌ରେ ଆଉ ଏକ ଚର୍ଚ୍ଚିତ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ବହୁତ ଜଲ୍‌ଦି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ରିପୋର୍ଟ ମୁତାବକ, ବଲିଉଡ୍‌ ଅଭିନେତ୍ରୀ ମଲାଇକା…

ଅର୍ଜୁନ୍‌ କପୁରଙ୍କୁ ବିବାହ କରିବାକୁ ଯାଉଛନ୍ତି ମଲାଇକା ଆରୋରା, ସେୟାର କଲେ ମନ କଥା

ମଲାଇକା ଆରୋରା ଓ ଅର୍ଜୁନ କପୁର ନିଜ ସମ୍ପର୍କ ବିଷୟରେ ସବୁବେଳେ ଖୋଲାଖୋଲି ଆଲୋଚନା କରିଥାନ୍ତି। ବୟସ ବ୍ୟବଧାନ ଯୋଗୁ ଟ୍ରୋଲର ଶିକାର ହେଉଥିବା ଏହି ଯୋଡ଼ି କେବେ ବି ଲୋକଙ୍କ କଥାକୁ ଶୁଣନ୍ତି ନାହିଁ ଓ ସବୁବେଳେ ନିଜ ଜୀବନକୁ ଖୋଲା ଅନ୍ଦାଜରେ ଜୀଇଁଥାନ୍ତି। ମଲାଇକା ପୂର୍ବରୁ ସଲମାନ୍‌…

ଅର୍ଜୁନ ଓ ଭୂମିଙ୍କ ନୂଆ ଠିକଣା, ଫଟୋ ସହିତ ଭାଇରଲ ହେଉଛି ଅର୍ଜୁନଙ୍କ କମେଣ୍ଟ

ଅର୍ଜୁନ କପୁର ଅପକମିଂ ଫିଲ୍ମ ‘ ଦ ଲେଡି କିଲର’ର ଘୋଷଣା କରିଛନ୍ତି। ଏହି ଫିଲ୍ମର ଘୋଷଣା କରି ଅଭିନେତା ଜଣକ ଫିଲ୍ମ ଲେଖାଥିବା ଏକ କ୍ଲିପ୍‌ ବୋର୍ଡ ଫଟୋ ମଧ୍ୟ ସେୟାର କରିଛନ୍ତି। ଅର୍ଜୁନ କପୁରଙ୍କ ସହିତ ଏହି ଫିଲ୍ମରେ ଭୂମି ପେଡନେକର ରୋମାନ୍ସ କରୁଥିବାର ନଜର ଆସିବେ। ଏହି ଫିଲ୍ମର ନାମ…

ପ୍ରେମ ଦିବସରେ ମଲାଇକା ଅରୋରାଙ୍କ ପ୍ରେମଭରା ପୋଷ୍ଟ! ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କୁ କହିଲେ, ‘ମୋର’…

ଆଜି ହେଉଛି ପ୍ରେମ ଦିବସ। ସମସ୍ତେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରି ଥାଆନ୍ତି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ସମସ୍ତେ ନିଜ ପ୍ରେମ ବ୍ୟକ୍ତ କରନ୍ତି ଏବଂ ଏହାକୁ ନିଜ ପାର୍ଟନରଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରି ଥାଆନ୍ତି। ଭାଲେଣ୍ଟାଇନ୍ସ ଡେ’ ଦିନ ବଲିଉଡ ସେଲିବ୍ରିଟିମାନେ…

ଅର୍ଜୁନ-ମଲାଇକା ବ୍ରେକ୍‌ଅପ୍‌ ? ଏବେ ଚାଲିଛି ଜୋର୍‌ ଚର୍ଚ୍ଚା

ବଲିଉଡ୍‌ର ବିବାଦୀୟ ପ୍ରେମିକ ପ୍ରେମିକା ଏବେ ଅଲଗା ହୋଇ ଯାଇଛନ୍ତି । ମାନେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଛି ବୋଲି ଖୁବ୍‌ ଚର୍ଚ୍ଚା ଚାଲିଛି । ଆମେ କହୁଛୁ ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ କଥା । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ…

ମଲାଇକା ଏବଂ ଅର୍ଜୁନ କ’ଣ ଲୁଚାଛପା ଭାବେ ନିର୍ବନ୍ଧ କରିଲେ କି ? ହୀରା ମୁଦି ଦେଖି ଫ୍ଯାନ ଦେଉଛନ୍ତି ଶୁଭେଚ୍ଛା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଯୋଡି ମୋଷ୍ଟ ରୋମାଣ୍ଟିକ କପଲ୍ ମଧ୍ୟରେ ଅନ୍ଯତମ। ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳୁଛି। ଫ୍ଯାନ ମଧ୍ୟ ଖୁବଶୀଘ୍ର ଏମାନଙ୍କ ବିବାହ ଖବର ଶୁଣିବାକୁ ଚାହିଁ…