ଅର୍ଜୁନ କପୁରଙ୍କ ସହ ନିର୍ବନ୍ଧ କରିନେଲେ କି ମଲାଇକା ଅରୋରା! ଭିଡିଓ ପୋଷ୍ଟ କରି ବଡ଼ ହୀରା ମୁଦି ଦେଖାଇଲେ ଅଭିନେତ୍ରୀ
ଅରବାଜ ଖାନଙ୍କ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ମଲାଇକା ଅରୋରା ନିଜଠୁ ୧୨ ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ପ୍ରଥମେ ଦୁହେଁ ଲୁଚାଛପାରେ ଡେଟ କରୁଥିଲେ, ହେଲେ ଏବେ ସେମାନେ ନିଜ ରିଲେସନଶିପ୍କୁ ନେଇ ବହୁତ ଓପନ୍ ଅଛନ୍ତି ଏବଂ ପବ୍ଲିକ୍ରେ ମଧ୍ୟ ଏକାଠି ନଜର…