ଜନ୍ମଦିନରେ ମଲାଇକା ଅରୋରାଙ୍କୁ ଏମିତି ଅଭିନନ୍ଦନ ଜଣାଇଲେ ବୟଫ୍ରେଣ୍ଡ୍ ଅର୍ଜୁନ, ସେୟାର କଲେ ରୋମାଣ୍ଟିକ୍ ଫଟୋ
ଆଜି ନିଜ ଜନ୍ମଦିନ ପାଳୁଛନ୍ତି ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା। ସୋସିଆଲ ମିଡିଆରେ ଫ୍ୟାନ୍, ଫଲୋୟର୍ସ ଓ ବନ୍ଧୁ ବାନ୍ଧବଙ୍କ ତରଫରୁ ଆଜି ମଲାଇକାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏ ଅବସରରେ ମଲାଇକାଙ୍କ ବୟଫ୍ରେଣ୍ଡ୍ ଅର୍ଜୁନ କପୁର ମଧ୍ୟ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମ…