ସୋସିଆଲ ମିଡିଆରେ ମଲାଇକା ସେୟାର କଲେ ନିଜ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ, ୟୁଜର୍ସ ଦେଲେ ଏମିତି କମେଣ୍ଟ
ଏବେକା ସମୟରେ ବଲିଉଡ ଫେମ ମଲାଇକା ଅରୋରା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲଗାତାର ନିଜ ଫଟୋ ସେୟାର କରୁଛନ୍ତି । ମଲାଇକାଙ୍କ ଏହି ଫଟୋ ଗୁଡିକରେ ଫ୍ୟାନ୍ସ ମାନେ କମେଣ୍ଟ କରିବା ସହ ଟ୍ରଲ ମଧ୍ୟ କରୁଛନ୍ତି । ଏହି ନିକଟରେ ହିଁ ମଲାଇକା ନିଜର ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଥ୍ରୋ ବ୍ୟାକ ଫଟୋ ନିଜ…