ଆନନ୍ଦପୁରରେ ବ୍ୟାପୁଛି ମ୍ୟାଲେରିଆ, ଏକାଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି
ଆନନ୍ଦପୁର: ଆନନ୍ଦପୁରରେ କାୟା ବିସ୍ତାର କରିଛି ମାଲେରିଆ । ଆନନ୍ଦପୁର ବ୍ଲକ୍ ବୁଢିକୁଦ ପଞ୍ଚାୟତ ମଣ୍ଡପଡା ଗାଁରେ ବଢ଼ୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା । ମାସେ ପୂର୍ବେ ଏଠାରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଘରେ ଘରେ ଲୋକଙ୍କ ଠାରେ ଜ୍ବରର ଲକ୍ଷ୍ୟଣ ଦେଖିବାକୁ ମିଳିଛି । …