Browsing Tag

malaria affected

ମ୍ୟାଲେରିଆ ନିରାକରଣରେ ସବୁ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା, ମୃତ୍ୟୁ ସଂଖ୍ୟା ବଢ଼ିନାହିଁ

କେନ୍ୟୁଜ୍(ବ୍ୟୁରୋ): ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ସବୁ ରାଜ୍ୟଠୁ ଆଗରେ। ରାଜ୍ୟର ସ୍ଥିତି ମଧ୍ୟ ଭଲ ରହିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ଖସୁଛି । ୨୦୧୬ରେ ହାରାହାରି ସାଢ଼େ ୪…