ଆଉ ଜୀବନ ନେବନି ମ୍ୟାଲେରିଆ : ସେରମ ଇନଷ୍ଟିଚ୍ୟୁଟ ତିଆରି କରିବ ଟିକା
ନୂଆଦିଲ୍ଲୀ : ଆଉ ଜୀବନ ନେବନି ମ୍ୟାଲେରିଆ। ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ । WHO ପକ୍ଷରୁ ଟିକାକୁ ସୁପାରିଶ କରାଯାଇଛି । ବିଶେଷ କରି ଶିଶୁଙ୍କ ମ୍ୟାଲେରଆ ମୁକାବିଲା ପାଇଁ ଟିକା ବିଶେଷ ଫଳପ୍ରଦ ହେବ । ଭ୍ୟାକ୍ସିନର ୩ ଟି ଡୋଜ ନେବାକୁ ହେବ । R21 / MATRIX -M ଟିକାକୁ ଲଣ୍ଡନର…