ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ସଲିମ କୁମାରଙ୍କ ନିଧନ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
ମଲୟାଲମ ସିନେମାର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଲମ କୁମାରଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସଲିମଙ୍କ ନିଧନରେ ମଲୟାଲମ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । କୋଚି ହସପିଟାଲରେ ତାଙ୍କୁ ଦେଖିବାକୁ ପାଇଁ ପ୍ରବଳ ଗ୍ରହଳି ଲାଗିଛି । ତାଙ୍କ…