Browsing Tag

Malaysia ship

ଶେଷରେ ରାଜହଂସ ଦ୍ୱୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍‌ ହ୍ଵା, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିବାରେ…

ଭୁବନେଶ୍ବର (କେନ୍ୟୁଜ୍):  ଶେଷରେ ରାଜହଂସ ଦ୍ୱୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍‌ ହ୍ଵା । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ସିଙ୍ଗାପୁରର MV-ଚିତା ଉଦ୍ଧାର କରିବାରେ ସଫଳ ହୋଇଛି । ଅଗଷ୍ଟ ୨ ତାରିଖରେ ଜିନ ହ୍ଵା ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା । ସେଠାରୁ…

ମାଲେସିଆ ଜାହାଜରୁ ବାହାର କରାଯାଇପାରୁନି ତେଲ, ଟ୍ୟାଙ୍କର ନପହଞ୍ଚିବାରୁ ଫେରି ଆସିଲେ ଏକ୍ସପର୍ଟ ଟିମ୍‌

କେନ୍ୟୁଜ୍: ୨୦ ଦିନ ପାର ହେଲାଣି । ତଥାପି ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ତେଲ ବାହାର କରାଯାଇ ପାରୁନି । ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । କିନ୍ତୁ ତେଲ ରଖିବା ପାଇଁ ଟ୍ୟାଙ୍କର ନପହଞ୍ଚିବାରୁ ରାଜହଂସ ଦ୍ୱୀପରୁ ଗତକାଲି ଫେରିଆସିଲେ ଏକ୍ସପର୍ଟ ଟିମ୍‌ । ସାମଗ୍ରୀ…

ଚିଲିକାରେ ଫସିଥିବା ମାଲେସିଆ ଜାହାଜ ମାଲିକଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ୍‌, ୭ ଦିନ ଭିତରେ ନେବାକୁ ନିର୍ଦ୍ଦେଶ

କେନ୍ୟୁଜ୍: ଚିଲିକାରେ ଫସିଥିବା ମାଲେସିଆ ଜାହାଜ ଘଟଣାରେ ଜିଲ୍ଲା ପ୍ରଶାସନର ନୋଟିସ୍‌ । ପଶ୍ଚିମବଙ୍ଗର ଜାହାଜ ମାଲିକ ଅମିତ ଶାହାଙ୍କୁ ନୋଟିସ୍‌ କରିଛି ଜିଲ୍ଲା ପ୍ରଶାସନ । ୭ ଦିନ ଭିତରେ ଜାହାଜ ଓ କଣ୍ଟେନର ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ ଦିନ ଭିତରେ ତେଲ ଖାଲି କରିବାକୁ…

ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ତେଲ ବାହାର କରିବା ପ୍ରକ୍ରିୟା ଆରମ୍ଭ

କେନ୍ୟୁଜ୍: ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ତେଲ ବାହାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ କୋଲକତାରୁ ଏକ ବୈଷୟିକ ଟିମ୍‌ ଆସି ପହଞ୍ଚିଛନ୍ତି। ଆଜି ତେଲ କାଢି କଣ୍ଟେନରରେ ନେଇ ଜେଟିକୁ ଯିବେ । ତେଲ କାଢିବା ପ୍ରକ୍ରିୟା ପାୟ ୩ ଦିନ ଚାଲିବ । ଏହାପରେ ଜହାଜରୁ…

ଚିଲିକାରେ ଫସିଥିବା ଜାହାଜରୁ କଢାଯିବ ତେଲ, ପରିବହନ ମନ୍ତ୍ରୀ ଦେଲେ ସୂଚନା

ଚିଲିକା ରାଜହଂସରେ ଫସିଥିବା ମାଲେସିଆ ଜାହାଜରୁ ଆରମ୍ଭ ହେବ ତେଲ କଢ଼ା ପ୍ରକ୍ରିୟା। ଜାହାଜ ମାଲିକଙ୍କ ସହ ଏସମ୍ପର୍କରେ ଯୋଗାଯୋଗ କରାଯାଇଛି। ଜାହାଜ ମାଲିକ ପୁରୀ ଜିଲ୍ଲାପାଳଙ୍କ ସହ ବି ଆଲୋଚନା କରିଛନ୍ତି। ଏନେଇ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ। ଜାହାଜରେ ଥିବା ୩୦ହଜାର ଲିଟର ତେଲ…

ଖୁବଶୀଘ୍ର ସ୍ଥାନାନ୍ତର ହେବ ଚିଲିକାରେ ଫସି ରହିଥିବା ମାଲେସିଆ ଜାହାଜ, ଜିଲ୍ଲା ପ୍ରଶାସନ କରିଛି ବିଭିନ୍ନ ବିଭାଗ ସହ…

ଖୁବଶୀଘ୍ର ସ୍ଥାନାନ୍ତର ହେବ ଚିଲିକା ରାଜହଂସ ନିକଟରେ ଫସିଥିବା ମାଲେସିଆ ଜାହାଜ। ଏନେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ବିଭାଗ ସହ ଯୋଗାଯୋଗରେ ରହିଛି। ସମୁଦ୍ର ଢେଉରେ ଜାହାଜ ଢଳି ପଡ଼ିଥିବା ବେଳେ ଏହାକୁ ସିଧା କରାଯାଇଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ ଏଥିରୁ…

ଚିଲିକାକୁ ମହାବିପଦ, ରାଜହଂସ ଦ୍ୱୀପରେ ଫସିଥିବା ମାଲେସିଆ ଜାହଜରୁ ତେଲ୍‌ ଲିକ୍‌ ଆଶଙ୍କା, ରାଜ୍ୟ ସରକାରଙ୍କୁ ଚିଠି…

ଚିଲିକା ପ୍ରତି ବିପଦ। କେବଳ ଚିଲିକା ନୁହେଁ, ଓଡିଶା ଉପକୂଳ ପ୍ରତି ବିପଦ ରହିଛି। ଚିଲିକା ନିକଟ ରାଜହଂସ ଦ୍ୱୀପରେ ଫସିରହିଛି, ମାଲେସିଆ ଜାହଜ ଟଗ ଜିନ୍‌ ହୁୱା ୩୨। ଏହି ଜାହାଜ ଓଡ଼ିଶା ଉପକୂଳ ପ୍ରଦୂଷିତ କରିପାରେ। ଏ ଆଶଙ୍କା କରି ରାଜ୍ୟ ସରକାରଙ୍କ ଚିଠି ଲେଖିଛି କୋଷ୍ଟଗାର୍ଡ। କୁହାଯାଇଛି,…

ଚିଲିକାରେ ଫସିଲା ମାଲେସିୟା ଜାହାଜ, ଅଟକି ରହିଛନ୍ତି ୧୦ଜଣ ନାବିକ ଓ କର୍ମଚାରୀ

ବ୍ରହ୍ମଗିରି (କେ ନ୍ୟୁଜ୍‌) : ଚିଲିକା ରାଜହଂସ ଦୀପ ନିକଟ ସମୁଦ୍ରରେ ଫସିଲା ମାଲେସିୟା ମାଲବାହୀ ଜାହାଜ ଓ ଟ୍ରଲର। ଦୁଇଦିନ ତଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଖିରିସାହି ନିକଟରେ ଏହାକୁ ଦେଖିବାକୁ ମିଳିଥିଲା। ସେଥିରେ ୧୦ଜଣ ନାବିକ ଓ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ…