ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ
ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ । ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ । କାମ କଲା ପରେ ଟଙ୍କା ଦେଉନାହିଁ କମ୍ପାନୀ । ଟଙ୍କା ମାଗିଲେ ବିଜୁଳି କାଟି ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ଖଲିକୋଟର ୧୫ ଯୁବକଙ୍କ ସମେତ ଓଡ଼ିଶାର ୪୦ଜଣ ଯୁବକ…