କ୍ୟାଟ୍ରିନାଙ୍କ ଭାଇକୁ ଡେଟ୍ କରୁଛନ୍ତି ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ, ମାଳଦ୍ୱୀପ ଫଟୋ ହେଉଛି ଭାଇରଲ
ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାଳଦ୍ୱୀପରେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଛନ୍ତି। କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା। ଭାଇରଲ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ତଥା ଅଭିନେତା ବିକି, ସନ୍ନି କୌଶଲ,…