Browsing Tag

maldives

ମାଳଦ୍ୱୀପ ସଂସଦରେ ମାରପିଟ୍‌ ଓ ଗଣ୍ଡଗୋଳ, ଗଡ଼ାଗଡ଼ି ହେଲେ ସାଂସଦ : ଭିଡିଓ ଭାଇରଲ

ମାଳଦ୍ୱୀପ ସଂସଦରେ ଲଙ୍କାକାଣ୍ଡ । ସଂସଦ କାର୍ଯ୍ୟକ୍ରମ ଅଚଳ କରିବାକୁ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ଆସନ ନିକଟରେ ପହଞ୍ଚି ବାଧା ସୃଷ୍ଟି କରିଥିଲେ । ଶାସକ ଦଳ ସଦସ୍ୟମାନଙ୍କ ଏପରି ଆଚରଣକୁ ବିରୋଧୀ ସାଂସଦଙ୍କ ବିରୋଧ ପରେ ମାରପିଟ୍ ଓ ହଟ୍ଟଗୋଳ ଆରମ୍ଭ ହୋଇଥିଲା ।…

ଭାରତୀୟ ବିମାନକୁ ଅନୁମତି ଦେଲାନି ମାଳଦ୍ୱୀପ, ୧୪ ବର୍ଷୀୟ ବାଳକର ମୃତ୍ୟୁ

ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଜଣେ ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ଶନିବାର ମାଳଦ୍ୱୀପ ଏକ ଭାରତୀୟ ବିମାନକୁ ଅନୁମତି ନ ଦେବା କାରଣରୁ ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାବାଳକଙ୍କ ମୃତ୍ୟୁ କାରଣ ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ…

ମାଳଦୀପର ମତିଭ୍ରମ, ମାର୍ଚ୍ଚ ୧୫ ସୁଦ୍ଧା ସେନା ପ୍ରତ୍ୟାହାର ପାଇଁ କହିଲା ମାଳଦୀପ

ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ। ପରେ ଭାରତକୁ ସମାଲୋଚନା। ସେତିକିରେ ଥମି ନାହିଁ ମାଳଦୀପ। ପୁଣି ଭାରତକୁ ଦେଖାଇଛି ନାଲି ଆଖି। ଚୀନ ବଳରେ ବଳୀୟାନ ମାଳଦୀପ ରାଷ୍ଟ୍ରପତି ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ମାଳଦୀପରେ ଅବସ୍ଥାପିତ ଭାରତୀୟ ସେନାକୁ ପ୍ରତ୍ୟାହାର ପାଇଁ କହିଛନ୍ତି…

FWICE ଫିଲ୍ମ ମେକର୍ସଙ୍କୁ ମାଲଦ୍ୱୀପକୁ ବଏକଟ୍‌ କରିବାକୁ ନିବେଦନ, ଲାକ୍ଷାଦ୍ୱୀପ୍‌ ପରି ସ୍ଥାନରେ ସୁଟିଂ କରିବାକୁ…

ଲାକ୍ଷାଦ୍ୱୀପ ଏବଂ ମାଲଦ୍ୱୀପକୁ ନେଇ ସବୁଆଡେ ଆଲୋଚନା ଚାଲିଛି । ଏହି ସମୟରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ ବା FWICE ବୁଧବାର ସମସ୍ତ ଫିଲ୍ମ ନିର୍ମାତାଙ୍କୁ ମାଲଦ୍ୱୀପରେ ସୁଟିଂ ବୁକିଂ ବାତିଲ କରିବାକୁ ନିବେଦନ କରିଛି । FWICE ଏକ ପ୍ରେସ ରିଲିଜ୍‌ ଜାରି କରି ଫିଲ୍ମ…

ଭାରତକୁ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା, ରଦ୍ଦ ହେଲା ଫ୍ଲାଇଟ ଓ ହୋଟେଲ ବୁକିଂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାଲଦ୍ୱୀପ ଉପରେ ଗଭୀର ପ୍ରଭାବ ପକାଇଛି । ପ୍ରଥମେ ସୋସିଆଲ ମିଡିଆରେ ମାଲଦ୍ୱୀପକୁ ବଏକଟ କରିବା ପାଇଁ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ…

ମାଳଦ୍ବୀପ ହାଇକମିଶନରଙ୍କୁ ସମନ, ଫ୍ଲାଇଟ ବୁକିଂ ରଦ୍ଦ କଲା EaseMyTrip

ଲାକ୍ଷାଦ୍ୱୀପକୁ ନେଇ ତେଜିଲା ମାଳଦ୍ବୀପ ଝଡ । ବିବାଦ ମଧ୍ୟରେ ମାଳଦ୍ବୀପ ହାଇକମିଶନରଙ୍କୁ ସମନ କରିଛି ଭାରତ ବୈଦେଶିକ ମନ୍ତ୍ରାଳୟ । ସମନ ପରେ ଦିଲ୍ଲୀସ୍ଥିତ ସାଉଥ ବ୍ଲକରେ ମାଳଦ୍ବୀପ ହାଇକମିଶନର ଇବ୍ରାହିମ ସାହିବ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଳଦ୍ବୀପର ୩ ଜଣ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାଲଦ୍ୱୀପର ମନ୍ତ୍ରୀ ସସ୍‌ପେଣ୍ଡ

ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମରିୟମ ଶିଉନା, ମାଲଶା ଓ ହସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି ମାଲଦ୍ୱୀପ ସରକାର । ମାଲଦ୍ୱୀପ ସରକାରଙ୍କ ମୁଖପାତ୍ର ତଥା ମନ୍ତ୍ରୀ…

ମାଳଦ୍ୱୀପରେ ବଡ଼ ଦୁର୍ଘଟଣା! ବିଲ୍ଡିଂରେ ନିଆଁ ଲାଗି ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ମାଲଦ୍ୱୀପର ରାଜଧାନୀ ମାଲେରେ ଏକ ବିଲ୍ଡିଂରେ ନିଅାଁ ଲାଗି ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ବିଲ୍ଡିଂରେ ବିଦେଶୀ ଶ୍ରମିକମାନେ ରହୁଥିଲେ। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା କାର୍‌ ରିପେୟାରିଂ ଗ୍ୟାରେଜ୍‌ରେ ପ୍ରଥମେ ନିଅାଁ ଲାଗିଥିଲା। ଘଟଣାରେ ୯ ଭାରତୀୟଙ୍କ ସହ ଜଣେ ବାଂଲାଦେଶୀ…

ଦେଶ ଛାଡି ମାଳଦ୍ୱୀପରେ ଲୁଚିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା, ଆଜି ସିଙ୍ଗାପୁର ଯିବେ ବୋଲି ଚର୍ଚ୍ଚା !

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଜାରି । ରାଜଧାନୀ କଲମ୍ବୋ ସହ ଶ୍ରୀଲଙ୍କାର ପଶ୍ଚିମ ଭାଗରେ ଅନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି । ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ରନିଲ ବିକ୍ରମାସିଙ୍ଘେ ।…

ମାଲଦ୍ୱୀପରୁ ଫଟୋ ସେୟାର କଲେ ଅଦ୍‌ନାନ୍‌ ସାମି, ଏତେ ପତଳା ହୋଇଯାଇଛନ୍ତି ଯେ ଚିହ୍ନିବି ହେଉନି

ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ଅଦ୍‌ନାନ୍‌ ସାମୀ ନିଜ ଓଜନ କମାଇ ଏତେ ପତଳା ହୋଇଯାଇଛନ୍ତି ଯେ ଏବେ ତାଙ୍କୁ ଚିହ୍ନି ବି ହେଉନି। ଦିନେ ୨୩୦ କେଜିର ଥିଲେ ଅଦ୍‌ନାନ୍‌। କିନ୍ତୁ ଧୀରେ ଧୀରେ ସେ ନିଜ ଓଜନ କମାଇଛନ୍ତି। ନିକଟରେ ମାଲଦ୍ୱୀପରୁ ସେ ଏକ ନୂଆ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ…

ଆଇପିଏଲର ଥକ୍କାପଣ ଦୂର କରିବା ପାଇଁ ମାଳଦ୍ୱୀପ ପହଞ୍ଚିଲେ ରୋହିତ ଶର୍ମା, ପତ୍ନୀ ସେୟାର କଲେ ରୋମାଣ୍ଟିକ ଫଟୋ

ଆଇପିଏଲରୁ ବାଦ୍‌ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ତଥା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ପରିବାର ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଷ୍ଟ୍ରେସ ଓ ଥକ୍କାପଣ ଦୂର କରିବା ପାଇଁ ରୋହିତ ନିଜ ପରିବାର ସହିତ ମାଳଦ୍ୱୀପ ଯାଇଛନ୍ତି। ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ…

ମାଗଣାରେ ମାଳଦ୍ୱୀପ ବୁଲିବାର ସୁବର୍ଣ୍ଣ ସୁଯୋଗ, ଡିଲକ୍ସ ଭିଲ୍ଲା ଠାରୁ ଆରମ୍ଭ କରି ସି ପ୍ଲେନରେ ବୁଲିବାର ପର୍ଯ୍ୟନ୍ତ…

ମାଳଦ୍ୱୀପ ଏପରି ଏକ ଜାଗା ଯେଉଁଠିକି ସମସ୍ତେ ଯିବାକୁ ପସନ୍ଦ କରନ୍ତି। ଏହି ସୁନ୍ଦର ଆଇଲ୍ୟାଣ୍ଡକୁ ଯିବା ପାଇଁ ପ୍ରତ୍ୟେକ ଲୋକ ଇଚ୍ଛା ପ୍ରକାଶ କରିଥାନ୍ତି। ଏଠାରେ ସମୁଦ୍ର, ଆଡଭେଞ୍ଚର, ଧଳା ବାଲି, ପାଣି ଉପରେ ନିର୍ମିତ କଟେଜ, ଖାଇବା ଇତ୍ୟାଦିର ମଜା ଉଠାଇବାକୁ ସମସ୍ତେ ଚାହାନ୍ତି। ଅନେକ…