Browsing Tag

maldives

ମାଳଦ୍ୱୀପରେ ସ୍ପୋଟର୍ସ ଆଇକନ୍‌ ସମ୍ମାନରେ ସମ୍ମାନିତ ହେଲେ ରାଇନା, ୧୬ ଜଣ ଖେଳାଳିଙ୍କୁ ପକାଇଲେ ପଛରେ

ସୁରେଶ ରାଇନାଙ୍କୁ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା କିନ୍ତୁ ପରେ ଆଇପିଏଲରେ କେମେଣ୍ଟ୍ରି କରିବା ପାଇଁ ସୁଯୋଗ ମିଳିଥିଲା। ହେଲେ ଏବେ ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ବଡ ସମ୍ମାନ ମିଳିଛି। ମାଳଦ୍ୱୀପରେ ସୁରେଶ ରାଇନାଙ୍କୁ ସ୍ପୋଟର୍ସ ଆଇକନ ଭାବେ ଚୟନ କରାଯାଇଛି। ଏହି ସମ୍ମାନ ପାଇଁ…

ମାଲଦ୍ୱୀପ ବିଚ୍‌ରେ ମସ୍ତି ମୁଡ୍‌ରେ କ୍ୟାଟ୍ରିନା କୈଫ୍‌, ସେୟାର କଲେ ହଟ୍‌ ସିଜଲିଂ ଫଟୋ

ବିବାହ ପରେ ମାଲଦ୍ୱୀପ ଯାତ୍ରା କରିଛନ୍ତି ବଲିଉଡ୍‌ର ନୂଆ ବୋହୂ କ୍ୟାଟ୍ରିନା କୈଫ୍‌। ମାଲଦ୍ୱୀପରେ ଏନ୍‌ଜୟ କରୁଥିବା ବେଳର ଏକ ଫଟୋକୁ କ୍ୟାଟ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ କାଜୁଆଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ବିକିନୀ ଟପ୍‌ ଉପରେ ଏକ…

ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନଙ୍କ ଜନ୍ମଦିନକୁ ଏମିତି ପାଳିଲେ କରୀନା କପୁର, ଦୁଇପୁଅ ତୈମୁର ଓ ଜେହଙ୍କ ସହିତ ମାଳଦ୍ୱୀପ…

କରୀନା କପୁର ଓ ସୈଫ୍‌ ଅଲ୍ଲୀ ଖାନ ମାଲଦ୍ୱୀପରେ ଅଛନ୍ତି। ସେଠାରେ ବେବୋ ନିଜ ସ୍ୱାମୀଙ୍କର ୫୧ତମ ଜନ୍ମଦିନ ପାଳିଛନ୍ତି ଏବଂ ଏହି ଭ୍ୟାକେସନର ଏକ ପରଫେକ୍ଟ ଫଟୋ ସେୟାର କରିଛନ୍ତି। ଏହି ଖାସ୍‌ ମଉକାରେ କରୀନା, ସୈଫ୍‌ଙ୍କ ସହିତ ପୋଜ୍‌ ଦେଇଥିବାର ଦେଖାଯାଇଛନ୍ତି। ଏଥି ସହିତ ତାଙ୍କ ଦ୍ୱିତୀୟ ପୁଅ…

ମାଳଦ୍ବୀପରେ ଦେଖିବାକୁ ମିଳିଲା ରକୁଲପ୍ରୀତ ସିଂଙ୍କ ହଟ୍‌ ଗ୍ଲାମର ଫଟୋ, ଆପଣ ବି ଦେଖି ହୋଇଯିବେ ପାଗଳ

ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂହ ଏବେ ନିଜ ପରିବାର ସହିତ ମାଳଦ୍ୱୀପକୁ ଛୁଟି କଟାଇବାକୁ ଯାଇଛନ୍ତି । ନିଜର ଏହି ଟ୍ରିପ୍ ସମ୍ପର୍କରେ ସୂଚନା ଦେଇ ସେ କିଛି ଫଟୋ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ସେ ଏମିତିରେ ଲଗାତର ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରନ୍ତି । ହେଲେ ଏଥରର…

ହନିମୁନ୍ ପାଇଁ ମାଳଦ୍ୱୀପ ଯାଉଛନ୍ତି କି? ହୋଇଯାଆନ୍ତୁ ସତର୍କ, କାରଣ କେବେ ବି ହୋଇପାରେ ଛାଡ଼ପତ୍ର

ବିବାହ ଖାଲି ଦୁଇ ଆତ୍ମାର ମଧୂର ମିଳନ ନୁହେଁ ସାତ ଜନ୍ମର ଅତୁଟ ବନ୍ଧନ। କିନ୍ତୁ ଏସବୁ ମଧ୍ୟରେ ବଡ଼ ବାଧକ ସାଜିଥାଏ ଛାଡ଼ପତ୍ର। ନିକଟରେ କଂପେୟର ବେଟ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ମାଳଦ୍ୱୀପରେ ହନିମୁନ୍ କରୁଥିବା ଯୋଡ଼ିଙ୍କ ମଧ୍ୟରେ ବେଶି ଛାଡ଼ପତ୍ର ମାମଲା ରହିଛି। ଏହି…

ମାଳଦ୍ୱୀପରୁ ବିକିନୀ ପିନ୍ଧା ଫଟୋ ସେୟାର କଲେ ଦିଶା ପଟ୍ଟାନୀ, ଯାହାକୁ ଦେଖି ଏମିତି ରିଆକ୍ସନ ଦେଲେ କୃଷ୍ଣା ଶ୍ରଫ୍

ଦିଶା ପଟ୍ଟାନୀ ଏବେ ମାଳଦ୍ୱୀପରେ ଛୁଟି ମନାଉଥିବାର ଦେଖିବାକୁ ମିଳିଛି। ମାଳଦୀପରୁ ସେ ବାରମ୍ବାର ଗ୍ଲାମରସ ଏବଂ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ସୂଚନା ମୁତାବକ, ଦିଶା ପଟ୍ଟାନୀ ମାଳଦ୍ୱୀପରେ ତାଙ୍କ ବୟଫ୍ରେଣ୍ଡ ଟାଇଗର ଶ୍ରଫ୍ ଙ୍କ ସହ ଅଛନ୍ତି। ଉଭୟ ଫେଷ୍ଟିଭ୍ ସିଜିନ୍ ର ମଜା…

ସମୁଦ୍ର କୂଳରେ ବିକିନୀ ପିନ୍ଧି ନଜର ଆସିଲେ ଦିଶା ପଟାନୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ବହୁ ସକ୍ରିୟ ରହିଥାନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି। ଏମିତି ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସମୁଦ୍ର କୂଳରେ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି। ଦିଶାଙ୍କ ଏପରି ଫଟୋକୁ ନେଇ…

ମାଳଦ୍ୱୀପରୁ ଫଟୋ ସେୟାର କଲେ ତାପସୀ ପନ୍ନୁ, କହିଲେ ‘ବାଜୁଛି ଖରାପ ସମୟର ଘଣ୍ଟି’

ତାପସୀ ପନ୍ନୁ ବର୍ତ୍ତମାନ ଭଉଣୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। କେବଳ ଏତିକି ନୁହେଁ ତାପସୀ ନିଜ ଫ୍ୟାନ୍ସମାନଙ୍କ ପାଇଁ ମଧ୍ୟ ବାରମ୍ବାର ମାଳଦ୍ୱୀପରୁ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ଏସବୁ ମଧ୍ୟରେ ତାପସୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ୍‌…

ଆକାରରେ ଛୋଟ ହେଇ ହେଇ ଯାଉଛି ଏହି ଦେଶ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କମି କମି ଯାଉଛି ଦେଶର ଆକାର । ସମୁଦ୍ରରେ ଲୀନ ହେଇଯିବ ଦେଶ । ଆଶ୍ଚର୍ଯ୍ୟ ହେଉଛନ୍ତି ନା । ହଁ ଏହା ପ୍ରକୃତରେ ସତ । ଆରବ ସାଗରରେ ଅବସ୍ଥିତ ଭାରତର ଏକ ପଡୋଶୀ ଦେଶ ଧୀରେ ଧୀରେ ଛୋଟ ଛୋଟ ହେଇ ହେଇ ଯାଉଛି । ପରିସ୍ଥିତିକୁ ନଜରରେ ରଖି ବିଶେଷଜ୍ଞ ମାନେ କହିଛନ୍ତିକି, କିଛି ବର୍ଷ ମଧ୍ୟରେ ଏହି…