ବର୍ଷା ପାଗରେ ହେଉଛି ମ୍ୟାଲେରିଆ ଜ୍ୱର ! ଜାଣନ୍ତୁ ଏହି ସମୟରେ କ’ଣ ଖାଇବେ ଏବଂ କ’ଣ ନଖାଇବେ
ଡେଙ୍ଗୁ ଓ ଟାଇଫଏଡ ଭଳି ମ୍ୟାଲେରିଆ ମଧ୍ୟ ଏକ ସାଙ୍ଘାତିକ ଜ୍ୱର । ଏହି ଜ୍ୱର ହେଲେ ମଣିଷ ଥରିବାକୁ ଲାଗିଥାଏ । କେବଳ ସେତେକି ନୁହେଁ ମ୍ୟାଲେରିଆ ହେଲେ ଶରୀରରେ ବିଭିନ୍ନ ପରିବର୍ତ୍ତନ ହୋଇଯାଇଥାଏ । ବେଳେ ବେଳେ ଠିକ ଚିକିତ୍ସା ନହେଲେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଇଥାଏ । ତେବେ ଯଦି ଆପଣ…