ମାଓ ଇଲାକାରେ ଗଣତନ୍ତ୍ରର ସ୍ୱର ଶୁଭୁଛି, ପ୍ରାର୍ଥୀଙ୍କ ପ୍ରଚାରପତ୍ର ଲାଗିଛି ମାଓ ଓ୍ଵାର୍ରୁମ ନିକଟରେ
ମାଲକାନଗିରି (କେନ୍ୟୁଜ୍) : ‘‘ବାବୁ ଏଠି ଆମେ ଜେଲ ଜୀବନ ବିତାଉଛୁ। ଯିବା ଆସିବାର କୌଣସି ସୁବିଧା ନାହିଁ। ଚିତ୍ରକୋଣ୍ଡା ଜଳ ଭଣ୍ଡାରର ଦୀର୍ଘ ୪୦ କିଲୋମିଟର ପାଣି ଭିତର ଦେଇ ପାର ହେଉଛୁ । ନିଜ ଗୁଜୁରାଣ ମେଣ୍ଟାଇବାକୁ ବହୁତ କଷ୍ଟ କରିବାକୁ ପଡୁଛି । ଲଞ୍ଚ ହିଁ ଏହି ଅଞ୍ଚଳର ଏକ ମାତ୍ର ସାହା…