ମାଲକାନଗିରିରେ ଜଳୁଛି ଜଙ୍ଗଲ, ବିପଦରେ ଜୀବଜନ୍ତୁ
ମାଲକାନଗିରି: ଜଳୁଛି ଜଙ୍ଗଲ । ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ସାଙ୍ଗକୁ ଦାଉ ସାଧୁଛି ଜଙ୍ଗଲ ନିଆଁ । ନିଆଁର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଜିଲ୍ଲା ସଦର ମହକୁମାର ତାରିଣୀ ମନ୍ଦିର ନିକଟରେ ଲାଗିଥିଲା ନିଆଁ । ଭୟଙ୍କର ନିଆଁ ଲାଗିଥିବାରୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ…